ଅବସର କାଳୀନ ବିଦାୟ ସଭା

ଦୀର୍ଘ 26 ବର୍ଷ ଧରି ଲୋକଙ୍କ ସେବା କରି ଆସୁଥିବାରୁ ଆଜି ଲୋକଙ୍କ ମନରେ ଏକ ପ୍ରକାର ପ୍ରଶ୍ନ ସୃଷ୍ଠି ହେଉଛିକି ଆଗାମୀ ଦିନରେ ତାଙ୍କରି ସ୍ଥାନ କିଏ ପୂରଣ କରିପାରିବେ ତ ?? ସମସ୍ତ ଆଶା କର୍ମୀ ମାନଙ୍କ ତରଫରୁ ଛୋଟ ଛୋଟ ଉପହାର ଦେଇଥିଲେ । ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ ତଥା ମହେନ୍ଦ୍ରଗ ଡ ନାୟବ ସରପଞ୍ଚ ଉତ୍ତମ ମାଝୀ , CHO ଅଶୋକ କୁମାର ଧୁଙ୍ଗିଆ ,ମେଲ ୱର୍କର୍ ଚିତ୍ତରଞ୍ଜନ ସାହୁ ଉପସ୍ଥିତ ରହି ଏହି ଅବସର କାଳୀନ ସଭାକୁ ସାଫଲ୍ୟ କରିଥିଲେ ।
Related Content
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ
by
Proprietor Abhimanyu Maharana
March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା
by
Proprietor Abhimanyu Maharana
March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର - ହାତ ବାନ୍ଧି ବସିଛି ଅବକାରୀ ବିଭାଗ
by
Proprietor Abhimanyu Maharana
March 18, 2026
ଉଲ୍ଲାସ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକରେ ସଫଳତାର ସହ ଅନୁଷ୍ଠିତ
by
Proprietor Abhimanyu Maharana
March 18, 2026
ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା
by
Proprietor Abhimanyu Maharana
March 18, 2026