Home ଓଡ଼ିଶା ତିନିରଥ ଅନୁଧ୍ୟାନ କଲେ ଇଞ୍ଜିନିୟର ଟିମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥଖଳାରେ ରଥ ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି । ପାରାଭାଡି ଓ ପୋଟଳ ନିର୍ମାଣ କାର୍ଯ୍ଯ ଜାରି ରହିଛି । ରଥ ଗଡିବା ପରେ ରଥ ଫିଟ ଅଛି କି ନାହିଁ ତାର ସାର୍ଟିଫିକେଟ ପୂର୍ତ୍ତ ବିଭାଗ ଦେବ । ରଥ ନିର୍ମାଣ ହେବା ପରେ ଖରାବର୍ଷା ଯୋଗୁ ଅର, ଚକ,ପଇ ଅଖ ଓ ଚାପ ସୃଷ୍ଟି ଜୟଣ୍ଟ ଗୁଡିକ ମଙ୍ଗଳବାର ସଂଧ୍ଯାରେ ଏକ ଇଞ୍ଜିନିୟର ଟିମ ଅନୁଧ୍ୟାନ କରିଥିଲେ । ଏହି ଟିମରେ ଚିପ୍ ଇଞ୍ଜିନିୟର ଧ୍ୟାନଚାନ୍ଦ ନାୟକ, ପୂର୍ତ୍ତ ବିଭାଗ ଆଡିସନାଲ ଚିପ ଇଞ୍ଜିନିୟର ରଶ୍ମିରଞ୍ଜନ ସାହୁ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସୌମ୍ୟରଞ୍ଜନ ଦ୍ବିବେଦୀ,ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ଜଗନ୍ନାଥ ମିଶ୍ର, ଇଞ୍ଜିନିୟର ସନ୍ତୋଷ କୁମାର ବେଉରା, ଇଞ୍ଜିନିୟର ସରୋଜ ମିଶ୍ର, ଇଞ୍ଜିନିୟର ବିଶ୍ବଜିତ ମହାପାତ୍ର ଓ ସଂଯୋଜକ ସୁଶାନ୍ତ କୁମାର ଦାସ ପ୍ରମୁଖ ଅନୁଧ୍ୟାନ କରିଥିଲେ । ରଥଖଳାରୁ ଦକ୍ଷିଣମୋଡ ହେବା ପର୍ଯ୍ୟନ୍ତ ଇଞ୍ଜିନିୟର ମାନେ ରଥ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026