ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 28.12.2019 : – ରାଜଧାନୀ ପାଠାଗାର ଓ ସୋଲାର କ୍ଲବର ମିଳିତ ଆନୁକୂଲ୍ୟରେ ତୃତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେ ୟୁନିଟ୍-୪ସ୍ଥିତ ମଧୁସୂଦନ ନଗର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେରେ ମୋଟ ୮ଟି ଦଳ ଭାଗ ନେଇଥିଲେ । ପ୍ରତ୍ୟେକ ଦଳ ଆକର୍ଷଣୀୟ ଖେଳ ଖେଳିଥିଲେ । ଦର୍ଶକମାନଙ୍କ କରତାଳିରେ ଖେଳ ଡ଼ିଆର ଆକର୍ଷଣ ଅଲଗା ଥିଲା । ଭୁବନେଶ୍ୱର ମଧ୍ୟ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ୮ଟି ଦଳ ମଧ୍ୟରୁ ମା ମଙ୍ଗଳା ଏବଂ ଲାଇ୍ ଲାଇନ୍ ଦଳ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିାଇନାଲକୁ ଉନ୍ନୀତ ହୋଇଥିଲେ । ।ଇନାଲ ମ୍ୟାଚରେ ଲାଇ ଲାଇନ୍ ଦଳ ମା ମଙ୍ଗଳା ଦଳକୁ ୪ ଓଭରରେ ବିନା ୱିକେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ଟୁର୍ଣ୍ଣାମେରେ ଲାଇଲାଇନ୍ ଦଳର ନନ୍ଦି ମ୍ୟାନ ଅ୍ ଦି ସିରିଜ ବିବେଚିତ ହୋଇଥିଲେ । ଉଦ୍ଘାଟକ ଅରୁ ଟ୍ଟନାୟକ ଯୋଗଦେଇ ଚମ୍ପିୟାନ ଦଳକୁ ୧୦ ହଜାର ଟଙ୍କା ଏବଂ ରନର୍ସ ଅ୍ ଦଳକୁ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ଉକ୍ତ ଟୁର୍ଣ୍ଣାମେକୁ ସୋଲାର କ୍ଲବ ଓ ରାଜଧାନୀ ପାଠାଗାର ସଦସ୍ୟ ସଞ୍ଜୟ ଦାସ, ହିମାଂଶୁ ରିଡ଼ା,ପ୍ରକାଶ ସାହୁ, ମଦନ ଲାଇ, ଲେଲିନକର କାନୁନ୍ଗୋ,ପ୍ରଶାନ୍ତ । ପ୍ରଣି, ମନୋଜ ମିଶ୍ର, ଆଦିତ୍ୟ ପ୍ରକାଶ ବେହେରା, ବିଭୂତି ଭୂଷଣ ଣ୍ଡା, ବିବେକାନନ୍ଦ ବାରିକ, ଅର୍ଜୁନ ବେହେରା, ମିଲନ । ଇକରାୟ ପ୍ରମୁଖ ସହଯୋଗ କରିଥିଲେ । ବଦ୍ରି ନାରାୟଣ ମିଶ୍ରଙ୍କ ଦ୍ୱାରା ଟୁଣ୍ଣାମେଟି ପରି·ଳିତ ହୋଇଥିବାରୁ ସୋଲାର କ୍ଲବ ଏବଂ ରାଜଧାନୀ ପାଠାଗାରର ସଦସ୍ୟମାନେ ତାଙ୍କୁ ଧନ୍ୟବାଦ ଅର୍ଣ କରିବା ସହିତ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ଖେଳର ଶେଭା ବର୍ଦ୍ଧନ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାନ କରାଯାଇଥିଲା ।
ତୃତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେ

Related Content
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026