Home ଓଡ଼ିଶା ରଜପର୍ବ ପାଇଁ ଉତ୍ସବ ମୁଖର ର ମା” ରୁଦ୍ରାୟଣୀ ପୀଠ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆଦର୍ଷ ସେବା ସଙ୍ଗଠନ ତରରଫରୁ ଦ୍ଵିତୀୟ ରଜ ମହତ୍ସଵ ମହା ଆଡମ୍ବର ରେ ପାଳନ l ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଚନ୍ଦ୍ରଭାଗା ଥାନା ଅଧୀନ ସୁତନ ଗ୍ରାମରେ ଚଳିତ ବର୍ଷ ଆଦର୍ଶ ସେବା ସଂଗଠନ ତରଫରୁ ରଜ ଉତ୍ସବ ଦ୍ୱିତୀୟ ଥର ଆୟୋଜନ କରାଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ସୁତନ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମେନକା ବେହେରା,ସମ୍ମାନିତ ଅଥିତି ଭାବେ ରାଜସ୍ବ ନିରିକ୍ଷ୍ୟକ ପ୍ରତୟ ସ୍ପନ୍ଦନ ସ୍ପନ୍ସିଂହ୍ନା ଯୋଗ ଦେଇଥିଲେ । ସରପଞ୍ଚ ମେନକା ବେହେରା ପ୍ରଦୀପ ପ୍ରଜଳ୍ନନ କରି ଏହି ଉତ୍ସବ କୁ ଉଦ୍ଘାଟନ କରିଥିବା ସ୍ଥଳେ ରାଜସ୍ବ ନିରୀକ୍ଷକ ଆନୁଷ୍ଠାନିକ ଭାବେ ରଜ ଦୋଳି ଉଦ୍ଘାଟନ କରିଥିଲେ । ଓ ଅଭିଭାଷଣ ରେ କହିଥିଲେ ରଜ ଓଡ଼ିଶାର ଗଣ ପର୍ବ ଏହାକୁ ପୁର ପଲ୍ଲୀରେ ପାଳନ କରାଯାଏ ଏହି ଦିନ ଠାରୁ ମୌସୁମୀର ଆଗମନ ହୁଏ । ମତେ ମୂଖ୍ୟ ଅତିଥି ରୂପେ ନିମନ୍ତ୍ରିତ କରିଥିବାରୁ ମୁଁ ନିଜକୁ ଗୌରବାନିତ ମନେକରୁଛି । ସେହିପରି ସମ୍ମାନିତ ଅଥିତି ପ୍ରତୟ ସ୍ପନ୍ଦନ ସିଂହ୍ନା ତାଙ୍କର ବକ୍ତବ୍ୟ ରଖିଥିଲେ । ରଜ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ । ପହିଲି ରଜରେ ଦୋଳି ଖେଳ ସହ ଗୀତ ନାଚ ଓ ଝୋଟି ଚିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟ କର୍ମକୁ କାର୍ଯ୍ୟକ୍ରମର ସଭାପତି ଅଶୋକ ବିଶ୍ବାଳ, ସଂପାଦକ ଦେବୀ ପ୍ରସାଦ ନାୟକ ଓ ଉପଦେଷ୍ଟା ତଥା ଆବାହକ ତ୍ରିଲୋଚନ ସ୍ୱାଇଁ, ସଭ୍ୟ ,ମନୋମୋହଣ ଅନୁନଷ୍ଠାନର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026