Home ଓଡ଼ିଶା ଫୁଲନଖରା ଇଭନିଙ୍ଗ ମିଟ ପକ୍ଷରୁ ରଜତ ମହାନ୍ତିଙ୍କ ଜନ୍ମଦିନ ପାଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଖରା ଛକ ନିକଟସ୍ଥ ରାଉତାଣୀ ମନ୍ଦିର ପାଖରେ ନୂତନ ଭାବେ ଗଢି ଉଠିଥିବା ଇଭନିଙ୍ଗ ମିଟ ପକ୍ଷରୁ ଅନୁଷ୍ଠାନର ସଦସ୍ୟ ରଜତ କୁମାର ମହାନ୍ତିଙ୍କ ୫୨ ତମ ଜନ୍ମଦିନ ପାଳନ କରାଯାଇଥିଲା । ରଜତ କେକ୍ କାଟି ଅନୁଷ୍ଠାନର ସଦସ୍ୟମାନଙ୍କୁ ଖୁଆଇଥିଲେ । ଅନୁଷ୍ଠାନର ସଦସ୍ୟ ସୁକାନ୍ତ କୁମାର ଭୋଇ, ସୂର୍ଯ୍ୟ କାନ୍ତ ବରାଳ, ସରୋଜ କୁମାର ସାହୁ , ବସନ୍ତ କୁମାର ସାହୁ, ବିଜୟ କୁମାର ଜେନା , ଟୁଟୁୂ ଜେନା, ରୂପକ ତ୍ରିପାଠୀ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ ।। Categories: ଓଡ଼ିଶା, କଟକ, ହୋମ୍ Related Content ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026