Home ଓଡ଼ିଶା କରଡା ମାଁ ମାଣିକେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଞ୍ଚାୟତର କରଡା ଠାରେ ମାଁ ମାଣିକେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା,ଗଗନ ବିହାରୀ ଆଚାର୍ଯ୍ୟ, ଜଗଦିଶ ଚନ୍ଦ୍ର ନାୟକ ବେହେରା,ସଞ୍ଜୟ କୁମାର ପ୍ରଧାନପାରିଖିତି ପଞ୍ଚାୟତ ର ସରପଞ୍ଚ ସୁର୍ଯ୍ୟରାଓ କୁମ୍ବ୍ରିକା,ମକରଧ୍ବଜ ଧୋବା,ପ୍ରସାନ୍ତ ଗୋଡ,ଆନନ୍ଦ ପରିଚ୍ଛା ଯୋଗ ଦେଇଥିଲେ। ଏହି ଉଦଯାପିତ ଟୁର୍ଣ୍ଣାମେଣ୍ଟରେ ପାଣ୍ଡ୍ରତଲା ସହିତ ସୋରବା ଟିମ ଫାଇନାଲ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ,୩୨ ଟି ଟିମ ମଧ୍ୟରେ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ସୋରଡା ଟିମ କୁ ପାଣ୍ଡରଲତଲା ଟିମ ୧୨ ଓଭର ୬୬ ରନରେ ଅଲଆଉଟ କରିଦେଇଥିଲା । ପାଣ୍ଡ୍ରତଲା ୭ଓଭର ରେ ୪ ଟି ୱିକେଟ ହରାଇ ୬୪ ରନ ରେ ବିଜୟୀ ହାସଲ କରିଥିଲା । ଏଥିରେ ପରାଜୟ ଟିମ କୁ ଟ୍ରଫି ସହ ୧୫ ହଜାର ଟଙ୍କା ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା ପ୍ରଦାନ କରିଥିବାବେଳେ ,ବିଜୟୀ ଟିମକୁ ଶ୍ରୀ ଗଗନ ବିହାରୀ ଆଚାର୍ଯ୍ୟ, ଜଗଦିଶ ଚନ୍ଦ୍ର ନାୟକ ବେହେରା,କମଳ ମୁଟିକା ଟ୍ରଫି ସହ ୨୦୦୦୦/-ଟଙ୍କା ପ୍ରଦାନ କରିଥିଲେ । ଏହି କ୍ରୀଡ଼ାରେ ମୋଟ ୩୨ ଗୋଟି ଟିମ୍ ଭାଗ ନେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ମୁନା କଣ୍ଡାଗରୀ, କୁନା କଣ୍ଡାଗରୀ,ରଞ୍ଜନ କଣ୍ଡାଗରୀ, ଈଶ୍ୱର କଣ୍ଡାଗରୀ ,ଲକ୍ଷ୍ମଣ କାଡ୍ରାକା, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏବଂ କମଳ ମୁନିକା ମୁଖ୍ୟ ଭୁମିକା ନେଇ ଟୁର୍ଣ୍ଣାମେଣ୍ଟଟି ଅତି ଶାନ୍ତିପୂର୍ଣ୍ଣ ଭାବେ ଉଦଯାପିତ କରିଥୀଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026