Home ଓଡ଼ିଶା ଗଛ ପଡି ଜାତୀୟ ରାଜପଥ ଅବରୋଧ, ଯାତାୟାତ ଠପ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ରେ ବଙ୍ଗୋପ ସାଗର ଲଘୁଚାପର ପ୍ରଭାବରେ ଝିପିଝିପ ବର୍ଷା ଲାଗି ରହିଛି। ଯାହା ଫଳରେ ରାମଗିରି ଥାନା ଅନ୍ତର୍ଗତ ଫୁକା ଗାଁ ଠାରେ ସକାଳ ପ୍ରାତଃ ଚାରି ଘଣ୍ଟ ସମୟରେ ଏକ ବିଶାଳ ଶାଳ ଗଛ ଜାତୀୟ ରାଜପଥ ରେ ପଡିଯାଇଥିଲା l ଯାହାଫଳରେ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ଓ ମୋହନା କୁ ସଂଯୋଗ କରୁଥିବା 326 ଏ ଜାତୀୟ ରାଜପଥ ଦୀର୍ଘ ସମୟ ଧରି ସମ୍ପୂର୍ଣ ଭାବେ ଅବରୋଧ ହୋଇ ରହିଥିଲା l ଦୀର୍ଘ ସମୟ ପରେ ଆର -ଉଦୟଗିରି ଅଗ୍ନିଶମ ବାହିନୀର କର୍ମଚାରୀ ମନେ କଟର ମେସିନ ମାଧ୍ୟମ ରେ ବିରାଟ ଗଛ କୁ କାଟି ଜାତୀୟ ରାଜପଥ ରୁ ହଟାଇଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ by Proprietor Abhimanyu Maharana March 18, 2026 ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ by Proprietor Abhimanyu Maharana March 18, 2026 ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ by Proprietor Abhimanyu Maharana March 18, 2026 ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା by Proprietor Abhimanyu Maharana March 18, 2026 ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର - ହାତ ବାନ୍ଧି ବସିଛି ଅବକାରୀ ବିଭାଗ by Proprietor Abhimanyu Maharana March 18, 2026 ଉଲ୍ଲାସ ସାକ୍ଷରତା ପରୀକ୍ଷା ରଣପୁର ବ୍ଲକରେ ସଫଳତାର ସହ ଅନୁଷ୍ଠିତ by Proprietor Abhimanyu Maharana March 18, 2026