ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ରଙ୍ଗ ରାଜନୀତି ଓ ଅବ୍ୟବସ୍ଥା ନେଇ ଅଧାରୁ ଚାଲିଗଲେ ବ୍ଲକ ଅଧ୍ୟକ୍ଷା

କାର୍ଯ୍ୟକ୍ରମ ବେଳେ ସିଡ଼ିପିଓଙ୍କ ରଙ୍ଗ ରାଜନୀତି ଓ କିଛି ତ୍ରୁଟି ବିଚ୍ୟୁତିକୁ ନେଇ ବ୍ଲକ ଅଧ୍ୟକ୍ଷା ବିରକ୍ତି ପ୍ରକାଶ କରିବା ସହ କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଉତ୍ସଵ ସ୍ଥଳୀରୁ ଚାଲି ଯାଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟ ମାନଙ୍କ ମଧ୍ୟରେ ବିପିସି ଲୋକନାଥ ମଣ୍ଡଳ,ବିପିଏମ୍ କଳ୍ପତରୁ ବେହେରା, ବିପିଏସିଏ ଆଲୋକ ଚନ୍ଦ୍ର ନାୟକ, ସଂଗ୍ରାମ କେଶରୀ କରଙ୍କ ସମେତ ବହୁ ସଦସ୍ୟା ଉପସ୍ଥିତ ଥିଲେ।
Related Content
ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’
by
Proprietor Abhimanyu Maharana
July 23, 2026
ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ
by
Proprietor Abhimanyu Maharana
July 23, 2026
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ - ବାବୁ ସିଂହ
by
Proprietor Abhimanyu Maharana
July 23, 2026
Eastern Regional Police Coordination Committee (ERPCC) Meeting–2026
by
Proprietor Abhimanyu Maharana
July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା
by
Proprietor Abhimanyu Maharana
July 23, 2026
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
by
Proprietor Abhimanyu Maharana
July 23, 2026