ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ l ମିଶନ ଶକ୍ତି ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ବିରିଡିବ୍ଲକ ମିଶନଶକ୍ତି ବିଭାଗ ଜରିଆରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅନ୍ୟମାନଙ୍କ ମଧ୍ୟରେ ଏବିଡ଼ିଓ ନିରୋଦ କୁମାର ସାମଲ, ସରପଞ୍ଚ ଯୁଧିଷ୍ଠିର ବେହେରା,ମିଶନ ଶକ୍ତି ସଂଯୋଜିକା ନିବେଦିତା ଦାସ, ବିପିଏମ ରୁଦ୍ରପ୍ରତାପ ନନ୍ଦ, ସିଡ଼ିପିଓ ସଲୀଳା ପ୍ରଧାନ,

