Home ଅପରାଧ ଗୁମ୍ମା ବ୍ଲକ ଗାଇବା ଗ୍ରାମରେ ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ନିଜ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗ୍ରାମ ପଞ୍ଚାୟତର ସଦର ମହକୁମା ଗାଇବା ଓଡ଼ିଆ ସାହିରେ ଏକଅଭାବନୀୟ ଘଟଣା ଘଟିଛି ସ୍ତ୍ରୀ ଉପରେ ସନ୍ଧେହ କରି ସ୍ୱାମୀ ରାତିରେ ନିଜ ସ୍ତ୍ରୀ ର ମୁଣ୍ଡରେ ପଥର ଛେଚି ହତ୍ୟା କରି ଫେରାର ହୋଇଯାଇଛି ସ୍ୱାମୀ. ଘଟଣା ସ୍ତଳ ରେ ସେରଙ୍ଗ ଥାନା ଅଧିକାରୀ ପ୍ରମଦ ଖଣ୍ଡୁଆଳ ଓ ଗାଇବା ଫାଣ୍ଡି ଅଧିକାରୀ ରାମ କୃଷ୍ଣ ଦାସ ଗୁମ୍ମା ଫାଣ୍ଡି ଏସଆଇ କେଦାର ପଣ୍ଡା ଘଟଣା ସ୍ଥଳ ରେ ପହଞ୍ଚି ତଦାରଖ ଜାରି ରଖିଛନ୍ତି. ସୂଚନା ଅନୁଯାଇ ଜି. ମଣିକ (ବୟସ ୨୬) ୨୦୧୯ ମସିହାରେ ନରେନ୍ଦ୍ର ପାଇକ ବୟସ ୩୧ (ଗ୍ରାମ କେରେଡ଼ଙ୍ଗ ) ଙ୍କୁ ପ୍ରେମ କରି ବିବାହ କରିଥିଲେ ଝିଓ ଘର ପରିବାର ତେଲୁଗୁ, ପୁଅ ଘର ଓଡ଼ିଆ, ଉଭୟ ପରିବାର ର ସହମତ ରେ ପୁଅ ଝିଅ ର ବାହାଘର ହୋଇଥିଲା l ଗାଇବା ଗ୍ରାମରେ ଏକ କିରାଣୀ ଦକାନ କରି ଉଭୟେ ଶଶୁର ଘରେ ରହୁଥିଲେ ତାଙ୍କର ଏକ କୁନି ଝିଅ ଟିଏ ନିକିତା ପାଇକ ବୟସ ୫ ରହିଛି l କିଛି ବର୍ଷ ପରେ ନରେନ୍ଦ୍ର ପାଇକ ହାଇଦ୍ରାବାଦ କମ୍ପାନୀ ରେ କାମ କରିବା ପାଇଁ ମନ ସ୍ଥିର କଲା ସ୍ୱାମୀ ସ୍ତ୍ରୀ ଙ୍କ ସହମତି ରେ ହାଇଦ୍ରାବାଦ ଗଲା ବର୍ଷ ଦୁଇ ବର୍ଷ ଭିତରେ ସେ ଯିବା ଆସିବା କରୁଥିଲା କିନ୍ତୁ ଆକସ୍ମିକ ତା ମନରେ ସ୍ତ୍ରୀ ଉପରେ ସନ୍ଦେହ ଜାତ ହେଲା ସେହି ସନ୍ଧେହ ଜୋର ଧରିଲା ଉଭୟ ପରିବାର ମଧ୍ୟରେ ଟିକେ ବିବାଦନୁବାଦ ଲାଗି ରହିଥିଲା କିନ୍ତୁ ସ୍ୱାମୀ ନରେନ୍ଦ୍ର ପାଇକ ନିଜ ସ୍ତ୍ରୀ ମୋନିକା ପାଇକ ଙ୍କୁ ନିଜ ଗ୍ରାମ କେରେଡାଙ୍ଗ ଠାକୁରାଣୀ ପର୍ବ ପାଇଁ ନେଇ ତିନି ଚାରି ଦିନ ପରେ ପୁଣି ଗାଇବା ଗ୍ରାମକୁ ଫେରି ଆସିଲେ ନରେନ୍ଦ୍ର ପାଇକ ଙ୍କ ମନରେ ସନ୍ଦେହ ଦିନକୁ ଦିନ ବୃଦ୍ଧି ପା ଇଥିଲା ନିଜ ସ୍ତ୍ରୀ କୁ ପ୍ରାଣରେ ମାରିବା ପାଇଁ ସୁଯୋଗ କୁ ଅପେକ୍ଷା କରି ରହିଥିଲା ଥିଲା ଶାଶୁମା ନାଳକୁ ଯିବାର ଦେଖି ମୋନିକା ମୁଣ୍ଡରେ ବିରି ରୁବିବା ପଥରରେ ଚ୍ଛେଚି ରାତିରେ ନିଜ ସ୍ତ୍ରୀ କୁ ପ୍ରାଣରେ ମାରି ଦେଇ ଗଳା ରେ ଥିବା ଦୁଇ ତୁଳା ର ସୁନା ନେଇ ଦୌଡ଼ି ଦୌଡ଼ି ଯିବା ସମୟରେ ଶାଶୁମା ଗ୍ରାମ ନିକଟରେ ଥିବା ନାଳରୁ ସ୍ନାନ କରି ଫେରିବା ସମୟରେ ନରେନ୍ଦ୍ର ପାଇକ ଦୌଡ଼ି ଦୌଡ଼ି ଯିବାର ଦେଖି ସେ ଆଶ୍ଚଯ୍ୟ ହେଇ ଜି. ସରଜିନି ଘରେ ପହଞ୍ଚି ଦେଖିବା ମାତ୍ରେ ଝିୟ ରକ୍ତାକ୍ତ ହୋଇ ପଡ଼ିଛି ମା ପାଟିକରି ସାହି ପଡିଶଙ୍କୁ ଡାକ ପକାଇ ଆସି ଦେଖିବା ବେଳେ ଝିଅ ମୋନିକା ଜୀବନ ଚାଲି ଯାଇଛି । . ଘଟଣା ସମ୍ପର୍କେ ସାଇଣ୍ଟିପିକ ଟିମ ପହଁଚି ତଦନ୍ତ ଜାରି ରଖିଛନ୍ତି ସେରଙ୍ଗ ଆଇ ଆଇ ସି ପ୍ରମୋଦ ଖଣ୍ଡୁଆଳ ୩୮/୨୫ ମାମଲା ରୁଜୁ କରି ମୃତ୍ୟୁ ଶରୀରକୁ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଲୟକୁ ପଠାଇଛନ୍ତି। ଏହି ଘଟଣାକୁ ନେଇ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି l Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026