
ଓଡିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଗୁରୁବାର ) ବରଗଡ଼ :– କୋଭିଟ ସଙ୍କ୍ରମିତ ଙ୍କୁ ପ୍ଲାଜମା ଦାନ ବରଗଡ଼, କଟାପାଲି ଗାଁ ର ଅତିଶୟ କୁମାର ଦାସ ଆଜି ବୁର୍ଲା ବଡ଼ ଡ଼ାକ୍ତରଖାନାରେ ପ୍ଲାଜା ଦାନ କରିଥିଲେ । ଶ୍ରୀ ଦାସ ବି ପଜୋଟିଭ ପ୍ଲାଜା କୋଭିଟରେ ସଙ୍କ୍ରମିତ ଏବଂ ସଙ୍କଟାପନ୍ନ ଅବସ୍ଥାରେ ଥିବା ଏକ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା ।
ସ୍ବେଚ୍ଛାସେବୀ ସଙ୍ଗଠନ ରକ୍ତଦାନ ସ°ସ୍ଥା ନିଷ୍ଠା ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ନିଷ୍ଠା ର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ସେଠାରେ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
