ଜନ୍ମେଜୟପୁର ଗ୍ରାମର ମା’ ଦୁଲାଦେଇଙ୍କ ବାର୍ଷିକ ମହାଯଜ୍ଞ ଉଦଯାପିତ

ପ୍ରଶନ ମହାନ୍ତି ଙ୍କ ସମେତ ଗ୍ରାମର ସମସ୍ତ ଯୁବକ, ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଭଜନ ପରିବେଷଣ ସାଙ୍ଗକୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଆୟୋଜିତ ଉତ୍ସବରେ ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ଅଶୋକ କୁମାର ଭୋଇ, ପୂର୍ବତନ ସରପଞ୍ଚ ମାଗୁଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
Related Content
ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ
by
Proprietor Abhimanyu Maharana
July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ
by
Proprietor Abhimanyu Maharana
July 28, 2026
ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି
by
Proprietor Abhimanyu Maharana
July 28, 2026
ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ
by
Proprietor Abhimanyu Maharana
July 27, 2026
କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା
by
Proprietor Abhimanyu Maharana
July 27, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା
by
Proprietor Abhimanyu Maharana
July 27, 2026