Home ଓଡ଼ିଶା ଭୁବେନେଶ୍ବର ସ୍ଥିତ ହୋଟେଲ କେଶରୀ ଠାରେ “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ବୈଠକ ଅନୁଷ୍ଠିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ଵର ସ୍ଥିତ ହୋଟେଲ କେଶରୀ ଠାରେ ଓଡିଶା ର “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ଉକ୍ତ ଏହି ବୈଠକ ରେ ଓଡ଼ିଶା ର ସବୁ ଜିଲ୍ଲା ର ତୃତୀୟଲିଙ୍ଗୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଗଜପତି ଜିଲ୍ଲା ର ତୃତୀୟଲିଙ୍ଗୀ ସଙ୍ଗ ର ସମ୍ପାଦିକା ଜସ୍ମିନ୍ ଶେଖ୍ ଏବଂ ସଦସ୍ୟ ଲିନୁ ସୁବୁଦ୍ଧି ଏହି କାର୍ଯ୍ୟକ୍ରମ ରେ ସଦସ୍ୟ ଭାବେ ଯୋଗ ଦେଇଥିଲେ । ଓଡ଼ିଶା ସରକାର ତରଫରୁ , ତୃତୀୟଲିଙ୍ଗୀ ମାନଙ୍କ ପାଇଁ “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବୋର୍ଡ ରେ ତୃତିୟଲିଙ୍ଗି ମାନଙ୍କର କଲ୍ୟାଣ, ଉନ୍ନତି ମୂଳକ ପଦକ୍ଷେପ, ସମାଜର ମୁଖ୍ୟସ୍ରତକୁ ଆଣିବା ପାଇଁ, କର୍ମନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ମୌଳିକ ଅଧିକାର, ସଚେତନତା ଆଦି ବହୁ ବିଷୟକୁ ନେଇ ଆଲୋଚନା ହେଇଥିଲା l ଏହି ବୈଠକ ରେ ଗଜପତି ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ତୃତୀୟ ଲିଙ୍ଗୀ ର କର୍ମକତ୍ତା ସମେତ ସଦସ୍ୟ ମାନେ ଭାଗ ନେଇଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ବିଚ ପେଟ୍ରୋଲିଂ କଡାକଡି by Proprietor Abhimanyu Maharana May 20, 2026 ପଞ୍ଚାୟତ ସ୍ତରୀୟ ଆମ ଗଞ୍ଜାମ,ସ୍ୱଚ୍ଛ ଗଞ୍ଜାମ ଆରମ୍ଭ by Proprietor Abhimanyu Maharana May 19, 2026 ଜିଲ୍ଲା ପ୍ରଶାସନ ପକ୍ଷରୁ ୫୨ ଜଣ କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ; ରଣପୁରର ୧୬ ଛାତ୍ରଛାତ୍ରୀ ଆଣିଲେ ଗୌରବ by Proprietor Abhimanyu Maharana May 19, 2026 ୩୦ଟି ବିଜ୍ଞପ୍ତିତ ନାଗରିକ ସେବାରେ ୯୪% ସମୟସୀମା ଅନୁପାଳନ ହାସଲ କଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ by Proprietor Abhimanyu Maharana May 19, 2026 ବଢ଼ିଲା ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ଅଡ଼ୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ by Proprietor Abhimanyu Maharana May 19, 2026 ବେଲପଡ଼ା ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ by Proprietor Abhimanyu Maharana May 19, 2026