Home ଓଡ଼ିଶା ବୀରନରସିଂହପୁର ମା ଦକ୍ଷିଣକାଳୀଙ୍କୁ ଦର୍ଶନ କଲେ ବ୍ରହ୍ମଗିରି ବିଧାୟିକା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶନିବାର ମଧ୍ଯାହ୍ନରେ ଚନ୍ଦନପୁର ସ୍ଥିତ ବୀରନରସିଂହପୁର ବାଇପାସ ରାସ୍ତା ପାର୍ଶ୍ବରେ ଥିବା ମା ଦକ୍ଷିଣକାଳୀ ମନ୍ଦିରରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମାଆଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଥିଲେ । ଏହି ଅବସରରରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମାଆଙ୍କୁ ଦର୍ଶନ କରି ବହୁତ ଖୁସି ଅନୁଭବ କରୁଛି । ମୋର ସୌଭାଗ୍ଯ ଆମ ନିର୍ବାଚନ ମଣ୍ଡଳୀ ଭିତରେ ମାଆଙ୍କ ମନ୍ଦିର ରହିଛି । ଏହି ମନ୍ଦିରଟି ଏକ ଶକ୍ତିପୀଠ ଭାବେ ପରିଚିତ । ନିର୍ବାଚନ ପୂର୍ବରୁ ଓ ପରେ ମାଆଙ୍କ ମନ୍ଦିରକୁ ଅନେକ ଥର ଆସିଛି । ମାଆଙ୍କ ଭକ୍ତ ଓ ପ୍ରତିନିଧି ହିସାବରେ ଯାହୃ କର୍ତ୍ତବ୍ଯ ରହିଛି ତାଠାରୁ ଅଧିକା କାମ କରିବା ପାଇଁ ଚେଷ୍ଟା କରିବି । ମନ୍ଦିର ପୂଜକ ଅତ୍ୟନ୍ତ ସରଳ ଓ ସ୍ନେହୀ । ମନ୍ଦିରର ଉର୍ନ୍ନତି ପାଇଁ ବିଧାୟିକା ପାଣ୍ଠିରୁ ଅର୍ଥ ସାହାଯ୍ଯ କରିପାରିବି । ମାଆଙ୍କ ମନ୍ଦିରରେ ଶନିବାର ଯୋଗୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026