ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ୟା ରତନ ର ମାନ ସମ୍ମାନ ସୁରକ୍ଷା ଓ ସ୍ବାଭିମାନ ପାଇଁ ଏକ କଦମ କନ୍ୟା କେ ଲିଏ ଶୀର୍ଷକ ଏକ ରାଲୀ ରୋଟାରୀ କ୍ଳବ୍ ସଭାପତି ବିପ୍ର ଚରଣ ପାତ୍ର ଓ ସମ୍ପlଦକ ବିଜୟ ପଟ୍ଟନାୟକ ଙ୍କ ବଳିଷ୍ଠ ନେତୃତ୍ବରେ ସ୍ଥାନୀୟ ସଦର ମହକୁମା ଫୁଲବାଣୀ ଡାକ୍ତର ଖlନାରୁ ଏକ ରାଲୀ ବାହାରି କୋର୍ଟ ଛକ ଦେଇ ବିଜୁପଟ୍ଟନାୟକ ଛକ ରେ ପହଞ୍ଚି ଥିଲା l

