କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଏହାକୁ ସମର୍ଥନ କରି ଶ୍ରୀମତୀ ମୋସମୀ ସେରପେଟା, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସମ୍ବଲପୁର ଏହାର ପରିବେଶ ଏବଂ ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ପଡୁଥିବା ବିସ୍ତାରିତ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । “ହିଣ୍ଡାଲକୋ ସମର୍ଥନରେ ଶସ୍ୟ ବିବିଧକରଣକୁ ପ୍ରୋତ୍ସାହିତ କରାଯାଉଛି ଯାହା ମୃତ୍ତିକାର ଉର୍ବରତାକୁ ସଂରକ୍ଷିତ ରଖୁଛି । ଅର୍ଥକାରୀ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ ମଧ୍ୟ କୃଷକମାନଙ୍କୁ ତତ୍କ୍ଷଣାତ ଓ ଅତିରିକ୍ତ ଆୟ ଆଣିଦେଉଛି,” ବୋଲି ସେ ଉଲ୍ଲେଖ କରିଥିଲେ ।
Related Content
SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ
by
Proprietor Abhimanyu Maharana
October 9, 2026
ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ
by
Proprietor Abhimanyu Maharana
October 8, 2026
ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ
by
Proprietor Abhimanyu Maharana
October 8, 2026
୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 8, 2026
ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ
by
Proprietor Abhimanyu Maharana
October 8, 2026
ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍
by
Proprietor Abhimanyu Maharana
October 8, 2026