Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ଦୁଇ ଜଣ ୩୦ ହଜାର ଟଙ୍କା କର୍ମଚାରୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀ 32 ଲକ୍ଷ ଟଙ୍କାର ରନିଙ୍ଗ ବିଲ୍ କରାଇ ଦେବା ପାଇଁ ଜନୈକ ଠିକାଦାର ଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣା ପଡ଼ିଛି ଘଟଣାରୁ ପ୍ରକାଶ ଯେ, ଆଜି କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟର ଏକାଉଟେଣ୍ଟ ସୁରଜ ପ୍ରାସାଦ ଜସୁଆଲ ଓ କେସିୟର ନରେଶ ପଟ୍ଟନାୟକ ଠିକାଦାରଙ୍କ ୪ ଟି ବିଲ କରାଇ ଦେବାକୁ କହି ୧୫,୦୦୦ (ପନ୍ଦର ହଜାର ଟଙ୍କା) ଲେଖାଏ ପୃଥକ ପୃଥକ ଭାବେ ଦୁଇ ଜଣ ମୋଟ ୩୦ ହଜାର ଟଙ୍କା ଫୋନପେ ଦ୍ୱାରା ଲାଞ୍ଚ ନେଇଥିଲେ ପୁର୍ବରୁ ସୂଚନା ପାଇ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ଚଢ଼ାଉ କରି ଦୁଇ କର୍ମଚାରୀଙ୍କ ଠାରୁ ପ୍ରୁଥକ ପୃଥକ ଭାବେ ୧୫ ହଜାର ଟଙ୍କା ଲେଖାଏଁ ମୋଟ ୩୦ ହଜାର ଟଙ୍କା ଫୋନପେ ଦ୍ୱାରା ଠିକାଦାର ପ୍ରଦାନ କରିଥିଲେ ତଦନ୍ତ ଜାରି ରଖିଛନ୍ତି l ବ୍ରହ୍ମପୁର ଭିଜିଲାନ୍ସ ପିଏସ କେସ ନଂ 5/2025,U/s 7pc act 2018 ମୋକଦ୍ଧମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି l କେଶିୟର ନରେଶ ପଟ୍ଟନାୟକ ଙ୍କ ସରକାରୀ ବାସ ଭବନରେ ଚଢ଼ାଉ ଜାରି ରହିଛି l Categories: ଓଡ଼ିଶା, ଗଜପତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026