ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯକ୍ଷ୍ମା କେନ୍ଦ୍ର ଠାରେ ଯକ୍ଷ୍ମା ରୋଗୀଙ୍କୁ ବିପାଲଏମ୍ ନୂତନ ରେଜି ମେଣ୍ଟ ଔଷଧ ପ୍ରଦାନ କରାଯାଇଅଛି । ଦୀଘ ଦିନ ଧରି ରୋଗରେ ପୀଡିତ ଥିବା ରୋଗୀଙ୍କ ସହ ନୂତନ ଭାବେ ଚିହ୍ନଟ ହେଉଥିବା ଯକ୍ଷ୍ମା ରୋଗୀଙ୍କୁ ଏହି ଔଷଧ ପ୍ରଦାନ କରାଯିବ ବୋଲି ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାସ କହିଛନ୍ତି। ଆମ ଜିଲ୍ଲାରେ ଦୁଇ ଜଣ ରୋଗୀଙ୍କୁ ଔଷଧ ଦିଆଯାଇଛି ।
