
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଗତ ଦୁଇଦିନ ତଳେ ବଳିଆପଣ୍ଡା ଲାଇଟହାଉସ ନିକଟରେ ସ୍ପିଡ୍ ବୋଟ ସମୁଦ୍ରରେ ପର୍ଯ୍ଯଟକଙ୍କୁ ବୁଲାଉ ଥିବାବେଳେ ବୁଡିଯିବା ଓ ପର୍ଯ୍ଯଟକ ମରଣ ମୁଖରୁ ବଞ୍ଚି ଯାଇଥିଲେ । ଏହି ଘଟଣାକୁ ନେଇ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାଶ ରାଜ୍ୟ ମାନବାଧିକାର ଅୟୋଗର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
