
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ନରସିଂହପୁର ମୁଖ୍ୟ ରାସ୍ତାର ପଦ୍ମପୁର ନିକଟରେ ଆଜି ଏକ ବାଇକ୍ ନରସିଂହପୁର ରୁ କଟକ ଅଭିମୂଖେ ଆସୁଥିବା ବିଦୁଲତା ବସକୁ ଧକ୍କା ଦେବାରୁ ବାଇକ୍ ରେ ଯାଉଥିବା ଦୁଇ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ ।

