ମନ୍ତ୍ରୀଙ୍କ ଆରୋଗ୍ୟ ପାଇ ଗମ୍ଭାରିଡିହିରେ ସମୁହ ଦୀପଦାନ

ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ନୟାଗଡ : – ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କୋରନା ସଂକ୍ରମିତ ଚିହ୍ନଟ ପରେ ତାଙ୍କର ସିଘ୍ର ଆରୋଗ୍ୟ ଲାଭ କରିବା ନିମନ୍ତେ ନୟାଗଡ ଗମ୍ଭାରିଡିହି ନିକଟ ଶିବମନ୍ଦିର ପ୍ରାଙ୍ଗଣରେ ସମୁହ ଦିପ ଦାନ କରାଜାଇଚି.. ସାମାଜିକ ଦୁରତା ବଜାଇ ରଖି ପଂଚାୟତ ସରପଂଚ ଦିବାକର ମିଶ୍ରଙ୍କ ନେତ୍ରୁତ୍ବରେ ବହୁ କର୍ମି,

ସୁବେଛୁଙ୍କ ସହ ମନ୍ଦିର ସେବାୟତ ମାନେ ସାମିଲ ହୋଇ ମାନ୍ୟବର ମନ୍ତ୍ରୀ କିଭଳି ସିଘ୍ର ସୁସ୍ତ ଲାଭପାଇ କରି ସେମାନଙ୍କ ନିକଟକୁ ଫେରି ଆସନ୍ତୁ ସେଥିପାଇ ମହାଦେବଙ୍କ ନିକଟରେ ସମୁହ ଦିପଦାନ କରି ପ୍ରାର୍ଥନା କରିଚନ୍ତି.. (ରିପୋର୍ଟ ରାମ କୃଷ୍ଣ ରଥ)

Exit mobile version