Home ଓଡ଼ିଶା ବଜ୍ରା ଘାତ ରେ ଗାଈର ମୃତ୍ୟୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଏହି ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୌଜା ଉକୁନ୍ଦରା ପଞ୍ଚାୟତ ଅଧୀନ ସାନ ଖରମଙ୍ଗl ଗ୍ରାମର ଅଭିମନ୍ୟୁ ଭୋଇ ଏକ ଗାଈ ଉପରେ ବଜ୍ରା ଘାତ ହୋଇ ଗୁରୁବାର ମୃତ୍ୟୁ ବରଣ କରିଛି l ଖବର ନେବାରେ ଜଣାପଡିଛି ଯେ ଶ୍ରୀ ଭୋଇ ଙ୍କର ଏକ ଗାଈ ଦିନ 2ଟା 30ମିନିଟ ସମୟରେ ବିଲରେ ଚରୁଥିଲା ହଟାତ ଗାଈ ଉପରେ ବଜ୍ର ପାତ ହୋଇଥିଲା ଫଳରେ ଘଟଣା ସ୍ଥଳରେ ଗାଈର ମୃତ୍ୟୁ ହୋଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026