Home ଓଡ଼ିଶା ରୋଗୀଙ୍କ ସହିତ 62ତମ ଜନ୍ମଦିନ ପାଳନ କରିବା ସହିତ ବୃକ୍ଷ ରୋପଣ କଲେ ଡାକ୍ତର ମଙ୍ଗରାଜ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଗୋପ ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ଜଣେ ଡାକ୍ତର ରହିଛନ୍ତି ଯିଏ କୀ ବିଗତ 17 ବର୍ଷ ଧରି ନିଜର ଜନ୍ମଦିନକୁ ରୋଗୀ ଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ନିଜର ଜନ୍ମଦିନ ପାଳିଥାନ୍ତି l ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଶିବପ୍ରସାଦ ମଙ୍ଗରାଜଙ୍କ 62 ତମ ଜନ୍ମଦିନ ଗୋପ ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି l ଏଥିଲେ ସମସ୍ତ ଷ୍ଟାଫ୍ ଓ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ ବ୍ୟକ୍ତି ବିଶେଷ ଏବଂ ଚିକିତ୍ସିତ ହେଉଥିବା ଏକାଧିକ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କ ଗହଣରେ ପାଳିତ ହୋଇଯାଇଛି ଜନ୍ମଦିନ l ମଧ୍ୟାର୍ହ୍ନ ରେ ସ୍ଥାନୀୟ ଅଞ୍ଚଳ ବାସି ଙ୍କ ପକ୍ଷରୁ ଗୋପ ନିକଟସ୍ତ ମା ଜାଗୁଳାଇ ମନ୍ଦିର ପ୍ରାଙ୍ଗରେ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଥିଲା ଜନ୍ମଦିନ ପାଳନ ହୋଇଥିଲା l ସଦାସର୍ବଦା ଓ ନିରବଚିର୍ଣ୍ଣ ଭାବେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥାନ୍ତି ଡାକ୍ତର ମଙ୍ଗରାଜ l ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜଣେ ମାତ୍ର ଡାକ୍ତର ଯିଏ କୀ ସମସ୍ତ ରୋଗୀ ଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ସହାୟକ ହୋଇଥାନ୍ତି, ଯଦିଓ ସିଏ ସ୍ତ୍ରୀ ରୋଗ ବିଶେଷଜ୍ଞ କିନ୍ତୁ ସମସ୍ତ ରୋଗୀ ତାଙ୍କୁ ହି ଅପେକ୍ଷା କରିଥାନ୍ତି l ଅତ୍ୟନ୍ତ ଦରଦୀ ମଣିଷ ଟିଏ ! ଡାକ୍ତର ମଙ୍ଗରାଜ କହିଲେ ଗୋପ,କୋଣାର୍କ, ଚାରିଛକ, ନିମାପଡା ଆଦି ଅଞ୍ଚଳର ହାଜର ଯାହାର ବ୍ୟକ୍ତି ଙ୍କ ଅତିପରିଚିତ l ତାଙ୍କର ଜନ୍ମଦିନ ରେ ଗୋପ ସାମ୍ବାଦିକ ସଂଘ ପକ୍ଷରୁ ଉପହାର ଓ ଉପ ଢ଼ୋକନ ଆଦି ପ୍ରଦାନ କରିଥିଲେ l ବରିଷ୍ଠ ସାମ୍ବାଦିକ ଭାରତୀ ଭୂଷଣ ଉପାଧ୍ୟାୟ, ସୁବାସ ସେନାପତି, ସଚ୍ଚିଦାନନ୍ଦ ଗୋଛାୟତ, ସଞ୍ଜୟ ସେନାପତି, ପ୍ରଶାନ୍ତ ରାୟ, ଦୀପ୍ତି ରଞ୍ଜନ ସେଠୀ ପ୍ରଭୁତି ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଗୋପ ବ୍ଲକ ବିଜେପି ଯୁବମୋର୍ଚା ସଭାପତି ଶିବ ପ୍ରସାଦ ସ୍ୱାଇଁ,ଗୋପ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ଔଷଧ ଦୋକାନୀ ଙ୍କ ସମେତ ଧୁଶାସନ ପୃଷ୍ଠି ପ୍ରମୁଖ ବ୍ୟକ୍ତି ବିଶେଷ ଡାକ୍ତର ମଙ୍ଗରାଜ ଙ୍କ ଜନ୍ମଦିନ ରେ ଦୀର୍ଘାୟୁ କାମନା କରିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026