Home ଓଡ଼ିଶା ଟାଟା ର ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଦୃଘଟଣା ବୃଦ୍ଧି ପାଉଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଇଲେକ୍ଟ୍ରି ତାରା ଲାଗି ଇଣ୍ଡିଆ ଅଏଲ ଗାଡି ଦୃଘଟଣାଗ୍ରସ୍ତ ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଗୋପ ରେ ଟାଟା କମ୍ପାନୀ ର ବିଦ୍ୟୁତ ବିଭାଗ ଦ୍ଵାରା ହେଉଥୁବା କାର୍ଯ୍ୟ କୁ ନେଇ ଉଠିଲା ପ୍ରଶ୍ନ ଲ ଗତ କିଛି ଦିନ ତଳେ ଗୋପ ର ଜଣେ ଠିକା କର୍ମଚାରୀ ଙ୍କ ଦୃଘଟଣା ହୋଇଥିଲା ଏଵେ ବି ସିଏ ବେସରକାରୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ମରଣ ସହିତ ସଙ୍ଘର୍ଷ କରିବାକୁ ପଡୁଛି l ନିମାପଡା ଠାରୁ କୋଣାର୍କ ରାଜ୍ୟ ରାଜପଥ ଟି ସଦାସର୍ବଦା ପର୍ଯ୍ୟଟକ ଙ୍କ ଯାତାୟାତ ହୋଇଥାଏ l ଯେହେତୁ ଏହି ରୁଟ ଦେଇ ଅନେକ ବ୍ୟବସାୟୀ ଅନୁଷ୍ଠାନ ସହିତ ପର୍ଯ୍ୟଟନ ସ୍ଥଳୀ ରହିଛି ସେଥିପାଇଁ ବିଦ୍ୟୁତ ଖୁଣ୍ଟ ଓ ତାର ବ୍ୟବହାର କରିବା ପୁର୍ବ ରୁ ଚିନ୍ତା କରିବା ର ଥିଲା l ବାଙ୍କ ବୁଲାଣି ଆଦି ସ୍ଥାନରେ ଖୁଣ୍ଟି ରହିବା ସହିତ ରାସ୍ତା ଅତିକ୍ରମ କରୁଥିବା ତାର ଗୁଡିକ ସାଧାରଣତଃ 20 ଫୁଟ ଉପରେ ରହିବା କଥା l କିନ୍ତୁ ଏଭଳି ଜନଗହଳି କ୍ଷେତ୍ର ଟାଟା ର ବେଖାତିର ମନୋଭାବ ଆଜି ଦୃଘଟଣା କ୍ରମଶଃ ବୃଦ୍ଧି ପାଉଛି l ଇଣ୍ଡିଆନ ଅଏଲ ପକ୍ଷରୁ ଗୋପ ବ୍ଲକ ରେ ହୋଇଥିବା ସର୍ବେ ରୁ ମାତ୍ର ୩ଟି ସ୍ଥାନ ରୁ ପ୍ରକୃତି ତୈଳ ପଦାର୍ଥ ବା ବ୍ୟାସ ମହଜୁତ ରହିଥିବା ସନ୍ଧାନ ମିଳିଲା ପରେ ଗୋପ ରେ ଖାନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଖାନନ ପ୍ରକ୍ରିୟା ଯେତିକି ଆର୍ଥ ବ୍ୟୟ ବରାଦ ହୋଇଥିଲା ତାହାଠୁ ବାଟମାରଣା ରେ ଯାଇଥାଏ l ସେଥିପାଇଁ ଅପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ହେବାପରେ ଗୋପ ବ୍ଲକ ରୁ କୌଣସି ସ୍ଥାନରୁ ତୈଳ ସନ୍ଧାନ ମିଳିଲା ନାହିଁ ଯାହାଫଳରେ ଗୋପ ବାସୀ ଙ୍କ ମନରେ ଘୋର ଆଘାତ ଦେଇଥିଲା l ଏହା ସତ୍ୟ ଯେ ଉକ୍ତ କାର୍ଯ୍ୟକ୍ରମ ଯୋଗୁଁ ନିର୍ଦ୍ଧିଷ୍ଟ କେତେଜଣ ବ୍ୟକ୍ତି ବିଶେଷ ହି ଉପକୃତ ହୋଇଥିଲେ ତା ବ୍ୟତିଥ ଅନ୍ୟ କୌଣସି ସାଧାରଣ ବ୍ୟକ୍ତି ଉପକୃତ ହୋଇନାହାନ୍ତି l ଏଣୁ ଗୋପ ବାସୀ ଙ୍କ ପକ୍ଷରୁ ଦାବୀ ହେଉଛି ଟାଟା କମ୍ପାନୀ ର ବିଦ୍ୟୁତ ବିଭାଗର ମନଇଛା କାର୍ଯ୍ୟ ରୁ ନିବୃତ ରହିବା ସହିତ ବାରମ୍ବାର ଅଘୋଷିତ ବିଦ୍ୟୁତ କଟ ବନ୍ଦ କରନ୍ତୁ l ଏଵେ ଯେଉଁଭଳି ପ୍ରଚଣ୍ଡ ରୁଦ୍ରତାପ ବୃଦ୍ଧ ପାଉଛି ସେଥିପାଇଁ ଲୋକେ ନିଜ ଘରେ ହି ଆଶ୍ରୟ ନେଉଛନ୍ତି କିନ୍ତୁ ଲୋ – ଭୋଲ୍ଟେଜ ଯୋଗୁଁ ଜନ ଜୀଵନ ପୁରା ଅସ୍ତବ୍ୟସ୍ତ ହୋଇଗଲାଣି l ଏହାର ଯଦି କୌଣସି ପରିବର୍ତ୍ତନ ନ ହୁଏ ତେବେ ଆଗାମୀ ଦିନ ରେ ଗୋପ ରେ ଏକ ବଡ଼ ଧରଣ ଆନ୍ଦୋଳନ କୁ ଏଡାଇ ଦେଇ ହେଵ ନାହିଁ l Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026