ମହିଳା ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂତନ ପଦକ୍ଷେପ
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷେ ଲକ୍ଷେ ଭକ୍ତ ଓ ପର୍ଯ୍ୟଟକ ପହଞ୍ଚନ୍ତି, ଯାହା ମଧ୍ୟରୁ ବଡ଼ ଅଂଶ ହେଉଛନ୍ତି ମହିଳା ଓ ପରିବାର ବଳ। ସେମାନଙ୍କ ସୁରକ୍ଷା, ସୁବିଧା ଓ ଆଶ୍ବାସନ ପାଇଁ ପୁରୀ ଜିଲ୍ଲା ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି – “ପିଙ୍କି ହେଲ୍ପ ଡେସ୍କ”ର ପ୍ରଥମ ସୋପାନ ଆରମ୍ଭ। ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ପୁରୀ ଶ୍ରୀ ଜଗନ୍ନାଥ ଧାମ ଏହି କାର୍ଯ୍ୟକ୍ରମ ଧାମ ମଧ୍ୟରେ ପ୍ରଥମ ।
