କଟକ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲନଖରା :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ଗ୍ରାମର ଉତ୍ସାହି ଯୁବକ ହେମନ୍ତ କୁମାର ଦଳାଇଙ୍କ ନେତୃତ୍ୱରେ ମା ‘ ଖରାଖାଇ ରାମଲୀଳା ସମିତି ପକ୍ଷରୁ ଅନୁଷ୍ଠିତ ହୋଇଆସୁଥିବା ଶ୍ରୀରାମ ଲୀଳା କାର୍ଯ୍ୟକ୍ରମ ଚଳିତ ବର୍ଷ ୧୧ ତମ ବାର୍ଷିକ ରାମଲୀଳା ପରିବେଷଣରେ ପଦାର୍ପଣ କରିଛି । ଏହି ଉପଲକ୍ଷେ ଆୟୋଜିତ ପ୍ରଥମ ରଜନୀ ଲୀଳା ପରିବେଷଣ ଉତ୍ସବରେ ବିଭୁତି ଭୁଷଣ ଦଳାଇ ସଭାପତିତ୍ବ କରିଥିଲେ ।
ସିଏମସି ୫୯ ନମ୍ବର ୱାର୍ଡର କର୍ପୋରେଟର ମମତା ମହାନ୍ତି, ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ୟାସି ଜୀ, କଟକ ନଗର ବିଜେପି ଉପ ସଭାପତି ସ୍ଵାଧୀନଚେତା ମହାନ୍ତି, ଲିଭ୍ ଲାଇଭ ଓଡିଆ ଚ୍ୟାନେଲ ର ମ୍ୟାନେଜିଙ୍ଗ ଡାଇରେକ୍ଟର ଟିଟନ ସାହୁ, ସୁଧିର କୁମାର ପଟ୍ଟନାୟକ, ଆଞ୍ଚଳିକ ଶାନ୍ତି କମିଟିର ସଂପାଦକ ସୁରେନ୍ଦ୍ର ମହାପାତ୍ର , ଅଜୟ କୁମାର ଦାଶ , ବିଚିତ୍ରାନନ୍ଦ ଦଳାଇ, ଭାଗ୍ୟଧର ଦଳାଇ, ଶରତ କୁମାର ଦଳାଇ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ,
