ରଣପୁର ଚାରିଅଟ୍ ପବ୍ଲିକ୍ ସ୍କୁଲ୍ – ରଣପୁର ଏବେ ଗର୍ବିତ

୧୪ ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣି ପାରିଛନ୍ତି l

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ରଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ-୨୦୨୫ ପ୍ରବେଶ ପରୀକ୍ଷାରେ ୧୪ ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣି ପାରିଛନ୍ତି l ସେହି ସଫଳ ଛାତ୍ରଛାତ୍ରୀମାନେ ହେଲେ ଶୁସ୍ମିତା ରାୟ, ଅମ୍ଲାନ ସାଇ ନରେନ୍ଦ୍ର, ସାଇଶ୍ରୀ ସୁଭାଙ୍ଗିନୀ ପ୍ରଧାନ, ଅବିନାଶ ତ୍ରିପାଠୀ, ନୂତନ କୁମାର ସ୍ୱାଇଁ, ଅୟୁଷ୍ମାନ ସାମନ୍ତରାୟ, ଅଭିପ୍ସା ସାହୁ,

ସ୍ୱୟମ ପ୍ରକାଶ ଡାକୁଆ, ସାଇ ଶୁଭ୍ରାଂଶୁ ସେଠୀ, ପ୍ରଦ୍ୟୁମ୍ନ ସାହୁ, ଆଇଶା ମହାପାତ୍ର, ପ୍ରିୟଙ୍କା ବେହେରା, ରୁଦ୍ର ପ୍ରସାଦ ରାଉତ, ପିୟୁଷକାନ୍ତି ବେହେରା l ଏହି ସଫଳତା ଛାତ୍ରଛାତ୍ରୀଙ୍କ ଅଟୁଟ୍ ପରିଶ୍ରମ, ଅଭିଭାବକଙ୍କ ସହଯୋଗ ଓ ଶିକ୍ଷକମାନଙ୍କ ଦିଗଦର୍ଶନର ଫଳ l ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଯାଇଛି l

Exit mobile version