Home ଓଡ଼ିଶା ବ୍ରହ୍ମଗିରି ଚାଷୀ ସୁରକ୍ଷା ସଙ୍ଘ ଗଠିତ : ଚାଷଜମି କୁ ପାଣି ନ ମିଳିଲେ ହେବ ଆନ୍ଦୋଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀଜିଲ୍ଲା ବ୍ରହ୍ମଗିରି ଶ୍ରୀଅଲାରନାଥ ମନ୍ଦିର ପରିସରରେ ପୁରୀଜିଲ୍ଲା ବିପର୍ଯୟ ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ଆବାହକ ବିହାରୀବନ୍ଧୁ ପଳାଇଙ୍କ ସଭାପତିତ୍ୱ ରେ ଚାଷୀମାନଙ୍କ ଜମିକୁ ପାଣି ଯୋଗାଇଦେବା ଉଦେଶ୍ୟରେ ବ୍ରହ୍ମଗିରି ଚାଷୀ ସୁରକ୍ଷା ସଂଘ ନାମରେ ଏକ ସଂଗଠନ ଗଠିତ ହୋଇଛି | କମିଟି ର ସଭାପତି ଭାବେ ସମାଜସେବୀ ବ୍ରହ୍ମଗିରି ମାଟିର ପୁଅ ଆଡଭୋକେଟ ଯୁଧିଷ୍ଠିର ଜେନାଙ୍କୁ ମନୋନୀତ କରାଯାଇଛି l ବ୍ରହ୍ମଗିରି ଅଂଚଳରେ ଥିବା ନଦୀ, କେନାଲ ଦଳରେ ଭର୍ତ୍ତି ହୋଇ ରହିଛି |ଯାହାଫଳରେ ଜଳର ଗତିବିଧି ଚଞ୍ଚଳ ହେଉନାହିଁ | ଏଲ. ଆଇ ପଏଣ୍ଟ ରୁ ପାଣି ଯାଉଥିବା ନାଳରେ ର ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇ ରହୁଛି| ଯାହାଦ୍ୱାରା ଚାଷୀ ର ବିଲ କୁ ପାଣି ଯାଉନାହିଁ | ଶାରଦ ଧାନ ହେଉନାହିଁ| ଆଗକୁ ସରକାର ଚାଷ ଜମିକୁ ପାଣିର ସୁବିଧା ନ କରିଲେ ଚାଷୀମାନେ ରାଜରାସ୍ତାରେ ଏକ ବଡ଼ ଧାରଣ ର ବିକ୍ଷୋଭ କରିବେ ବୋଲି ଆବାହକ ବିହାରୀବନ୍ଧୁ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026