ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) କୃଷ୍ଣଚନ୍ଦ୍ରପୁର :- ଜଗତସିଂହପୁର ଜିଲ୍ଲା କୃଷ୍ଣଚନ୍ଦ୍ରପୁର ଥାନାର ଡିଏସ୍ପି ରଶ୍ମି ରଞ୍ଜନ ଦାଶଙ୍କ ନେତୃତ୍ୱରେ ପୋଲିସ ଦଳ ହତ୍ୟା ଉଦ୍ଦେଶ୍ୟରେ ଚୋରି ଗୋରୁ କିଣିବାରେ ନିୟୋଜିତ ଜଣେ ବ୍ୟକ୍ତିଙ୍କ ଘର ପଛ ପାର୍ଶ୍ୱରେ ଚଢାଉ କରିଥିଲେ । ପୋଲିସ ହତ୍ୟା ଉଦ୍ଦେଶ୍ୟରେ ଘଟଣାସ୍ଥଳରେ ବନ୍ଧା ହୋଇଥିବା 03ଟି ବଡ଼ ଷଣ୍ଢ ଏବଂ ତିନୋଟି ଗାଈ ଙ୍କୁ ଜବତ କରିଛି ।

