ପଞ୍ଜାବର (ଓଡ଼ିଶା ତାଜା ନ୍ୟୁଜ୍) :- ପଞ୍ଜାବର ହୋଶିଆରପୁର ଅଞ୍ଚଳରୁ ମିଳିଲା ଚୀନ କ୍ଷେପଣାସ୍ତ୍ର ପିଏଲ-୧୫, ଭାରତ ବିରୋଧରେ ଆକ୍ରମଣ ସମୟରେ ପାକିସ୍ତାନୀ ସେନା ଚୀନ କ୍ଷେପଣାସ୍ତ୍ର ବ୍ୟବହାର କରିଛି । ହେଲେ ଚୀନର ଏହି ଶସ୍ତା ଜିନିଷ ପାକିସ୍ତାନକୁ ଧୋକା ଦେଇଛି । ଭାରତ ଉପରେ ଆକ୍ରମଣ ସମୟରେ ପାକ୍ ସେନାର ଏହି ଚୀନ କ୍ଷେପଣାସ୍ତ୍ର ଫୁସକି ଯାଇଛି । ଏପରି ଏକ କ୍ଷେପଣାସ୍ତ୍ର ମିଳିଛି ପଞ୍ଜାବର ହୋଶିଆରପୁର ଅଞ୍ଚଳରୁ ।
