ମୋଷ୍ଟ ଓ୍ବାଣ୍ଟେଡ୍ ପାକିସ୍ତାନୀ ଆତଙ୍କବାଦୀ ରଉଫ ଆଝାର ଭାରତର ଏୟାରଷ୍ଟ୍ରାଇକ୍ରେ ନହିତ

ମୋଷ୍ଟ ଓ୍ବାଣ୍ଟେଡ୍ ପାକିସ୍ତାନୀ ଆତଙ୍କବାଦୀ ରଉଫ ଆଝାର ଭାରତର ଏୟାରଷ୍ଟ୍ରାଇକ୍ରେ ନହିତ ହୋଇଛି । ମାସୁଦର ପରିବାର ଭାରତର ଆକ୍ରମଣରେ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରଉଫ ମଧ୍ୟ ରହିଛି । ମାସୁଦ ବୁଧବାର ଏହା ସ୍ଵୀକାର କରିଥିଲା । ସେ କହିଥିଲା ଯେ, ବହଓ୍ବଲପୁର ମୁଖ୍ୟାଳୟରେ ଭାରତର ଆକ୍ରମଣରେ ତା’ ପରିବାରର ୧୦ ସଦସ୍ୟ ନିହତ ହୋଇଛନ୍ତି ।
Related Content
ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ
by
Proprietor Abhimanyu Maharana
September 13, 2026
ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ
by
Proprietor Abhimanyu Maharana
September 13, 2026
ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର
by
Proprietor Abhimanyu Maharana
September 13, 2026
ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 13, 2026
ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 12, 2026
ଖୋର୍ଦ୍ଧା ରୋଡ୍ରେ ବିଭାଗୀୟ ସାଂସ୍କୃତିକ ପ୍ରତିଯୋଗିତା – ୨୦୨୬ ଅନୁଷ୍ଠିତ
by
Proprietor Abhimanyu Maharana
September 12, 2026