ସତ୍ୟ ବିହାର ସରକାରୀ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ସ୍ଥାନାନ୍ତର

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :-  ସରକାରୀ ହସ୍ପିଟାଲ ଯାହା କି ମନ୍ମଥ ମିଶ୍ର ଙ୍କ ଘରୁ ସ୍ଥାନାନ୍ତର ହୋଇ ଖଗେଶ୍ବର ପଲେଇ ଙ୍କ ଘରେ କାର୍ଯ୍ୟକାରୀ ହେଲା, ଏହି ନୂତନ ଗୃହ ରେ ସେବେ ଠାରୁ ହସ୍ପିଟାଲ ଚାଲୁ ହେବା ପରିପ୍ରେଖିରେ ସମସ୍ତ ଙ୍କୁ ଅବଗତ କରାଇବା ନିମନ୍ତେ ଏକ ସ୍ଥାନାନ୍ତରିତ ସ୍ବାସ୍ଥ୍ୟ କେନ୍ଦ୍ର ସେବା ଆରମ୍ଭ ଦିବସ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଏଥିରେ ସମସ୍ତ ଙ୍କୁ ଅନୁରୋଧ କରାଯାଇଛି ଉକ୍ତ ସମୟରେ ଉପସ୍ଥିତ ରହିବେ,

ଏଥିରେ ଆମର ପ୍ରିୟ କର୍ପୋରେଟର ମହୋଦୟା ମିନୁଶ୍ରୀ ଖୁଣ୍ଟିଆ, ନହରକନ୍ଟା UPHC ର ମେଡ଼ିକାଲ ଅଫିସର Dr Alok Parida, ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସତ୍ୟ ବିହାର ର Dr ଅଶୋକ ମଣ୍ଡଳ, ବରିଷ୍ଠ ସାମ୍ବାଦିକ ଓ ସମାଜ ସେବୀ ସ୍ୱରୂପ ଦାସ ଓ ସତ୍ୟ ବିହାର housing welfare association ର ପ୍ରେସିଡେଣ୍ଟ ଚକ୍ରଧର ଦାସ ଆଦି ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Exit mobile version