Home ଓଡ଼ିଶା ଛୁଟି ରେ ସ୍କୁଲ ଖୋଲା – ସରକାରୀ ଆଇନ୍ କୁ ଫୁ, by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ସରକାର ବଦଳିବା ପରେ ସରକାରୀ ଆଇନ କାନୁନ ନୀତି ନିୟମ କୁ ଦଳି ମକଚି ଭାଙ୍ଗୁଛନ୍ତି ଖୋଦ ସରକାରୀ କର୍ମଚାର ପଚାରିଲେ ବାର ପ୍ରକାର ଭିଙ୍ଗୀତ କରୁଛନ୍ତିଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିକିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଠାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କର ସୁରକ୍ଷା ପାଇଁରାଜ୍ୟ ରେ ବନ୍ଦ ରହିଛି ସମସ୍ତ ସ୍କୁଲ, କଲେଜ, ଛୁଟି ରେ କୌଣସି ସ୍କୁଲ କଲେଜ ନ ଖୋଲିବା କୁ ରହିଛି କଡା ନିର୍ଦେଶ । ହେଲେ ରଣପୁର ବ୍ଲକ ଚମ୍ପାଗଡ଼ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ଅଧିକାରୀଙ୍କୁ ଭୁଆଁ ବୁଲାଇବା ପାଇଁ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ବ୍ୟାନର ରେ ରହିଛି ମାର୍ଚ୍ଚ ମାସ ୨୮ତାରିଖ।ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି ଶତାଧିକ କୁନି କୁନି ଛାତ୍ର ଛାତ୍ରୀ।ଏଭଳି ଚିତ୍ର ଏବେ ଘୁରି ବୁଲିବାରେ ଲାଗିଛି ସୋସିଆଲ ମିଡିଆରେ। ଏନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁର୍ଣଚନ୍ଦ୍ର କାଣ୍ଡି ବାବୁଙ୍କୁ ପଚାରିଲେ କହୁଛନ୍ତି ଆମେ କିଛି ଆୟୋଜନ କରିନାହୁଁ.. ଗାଁ ଲୋକ କରିଛନ୍ତି ପିଲା ଆସିଛନ୍ତି. ଗଣ୍ଡେ ଆଇଁଷ ଖାଇକି ଯିବେ।କିଛି ଅସୁବିଧା ନାହିଁ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୁର୍ଣଚନ୍ଦ୍ର କାଣ୍ଡି। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026