ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ବୁଧବାର ଅବସର ଗ୍ରହଣ କରିଥିବାରୁ ନୂତନ ଅଧ୍ୟକ୍ଷ ଭାବେ ଗୋପାଳପୁର ବେଳାଭୂମି ମହାବିଦ୍ୟାଳୟ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଲକ୍ଷ୍ମଣ ପାଳ କାର୍ଯ୍ୟରେ ଯୋଗ ଦେଇ ଆସନ ଗ୍ରହଣ କରିଛନ୍ତି ।
