ଗଞ୍ଜେଇ ସହ କାର ଗାଡ଼ି ଜବତ କଲା ନୂଆଗାଁ ପୁଲିସ

ଯାହା ଫଲରେ ଉଭୟ ଗାଡ଼ି ଛାଡି ପଳାଇ ଥିଲେ l ଖବର ପାଇ ନୂଆଗାଁ ଥାନା ପୋଲିସ ପହଞ୍ଚି ଗାଡ଼ିକୁ ଥାନlକୁ ଆଣିଥିଲେ l ସେଥିରେ ୧୧କେଜି ଗଞ୍ଜେଇ ଥିଲା l ଏ ନେଇ ୮୮/୨୫ରେ ମାମଲା ରୁଜ୍ଜୁ କରିଥିବା ଥାନl ଅଧିକାରୀ ରଶ୍ମି ରଂଜନ ସାହୁ ସୂଚନା ଦେଇଛନ୍ତି l
- Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ
by
Proprietor Abhimanyu Maharana
April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା
by
Proprietor Abhimanyu Maharana
April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ
by
Proprietor Abhimanyu Maharana
April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ
by
Proprietor Abhimanyu Maharana
April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର
by
Proprietor Abhimanyu Maharana
April 29, 2026
ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା
by
Proprietor Abhimanyu Maharana
April 28, 2026