ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ଅନେକ ବିଶେଷ ଯନ୍ତ୍ର ସମ୍ପର୍କରେ କୁହାଯାଇଛି । ଏହା ଦ୍ବାରା ଧନଲାଭ ଯୋଗ ସୃଷ୍ଟି ହୁଏ । ଶ୍ରୀଯନ୍ତ୍ର, ମହାଲକ୍ଷ୍ମୀ ଯନ୍ତ୍ର, ମଙ୍ଗଳ ଯନ୍ତ୍ର ଏବଂ କନକଧାର ଯନ୍ତ୍ର ପ୍ରମୁଖ ଅଛି । ଏଥିରୁ ଯେକୌଣସି ଗୋଟିଏ ଯନ୍ତ୍ରକୁ ଅକ୍ଷୟ ତୃତୀୟାରେ ଘରେ ସ୍ଥାପନା କରି ପୂଜା କରନ୍ତୁ । ନିତିଦିନ ଏହାକୁ ପୂଜା କରିବା ଦ୍ବାରା ଅର୍ଥାଭାବ ରହିବ ନାହିଁ ।
Related Content
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ
by
Proprietor Abhimanyu Maharana
May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର
by
Proprietor Abhimanyu Maharana
May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ
by
Proprietor Abhimanyu Maharana
May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ
by
Proprietor Abhimanyu Maharana
May 11, 2026
ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ
by
Proprietor Abhimanyu Maharana
May 11, 2026
ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ
by
Proprietor Abhimanyu Maharana
May 11, 2026