Home ଓଡ଼ିଶା ଜାତୀୟ କଂଗ୍ରେସ ସାଂଗଠନିକ ବୈଠକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଟାଙ୍ଗୀ ନିକଟସ୍ଥ ଚାନ୍ଦପୁର ରାମଚଣ୍ଡୀ ମନ୍ଦିର ପରିସରରେ ଜାତୀୟ କଂଗ୍ରେସ ଦଳର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସୁକାନ୍ତ କିଶେର ସେନାପତି ଙ୍କ ଅଧ୍ୟକ୍ଷତାରେ ରଣପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକ ପ୍ରାଥୀ ଭାବେ ଲଢିଥିବା ବିଭୁପ୍ରସାଦ ମିଶ୍ର, ବ୍ଲକ କଂଗ୍ରେସ ସଭାପତି ତଥା ରଣପୁର ଵାର ଆସୋସିଏସନ୍ ସଭାପତି ଶତୃଘ୍ନ ପାଇକରାୟ ଚାନ୍ଦପୁର ଜୋନ୍ ସଭାପତି ଭରତ ଚନ୍ଦ୍ର ରାଉତରାୟ ଚାନ୍ଦପୁର ଗ୍ରାମ ପଞ୍ଚାୟତ ସଭାପତି ପାର୍ଥସାରଥୀ ପାତ୍ର ସଂପାଦକ ସୁଜିତ କୁମାର ସାହୁ ନାରୀନେତ୍ରୀ ପ୍ରତିମା ଜେନା ପ୍ରମୁଖ ଯୋଗଦେଇ ସର୍ବସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଅସୁବିଧା ରେ ସହଯୋଗ କରିବା ଡିଜିଟାଲ ଇଲେକ୍ଟ୍ରି ମିଟର ବସାଇବାକୁ ବିରୋଧ କରିବା ମାସିକ ବୈଠକ କରି ପଞ୍ଚାୟତର ଦୁର୍ନୀତି କୁ ବିରୋଧ କରିବା ସହିତ ବଜାର ଓ ରାସ୍ତା ରେ ସାଧାରଣ ଶୈଚାଳୟ ନଥିବା ସଂପର୍କରେ ଆଲୋଚନା କରିଥିଲେ।ପ୍ରାୟ ଶହେରୁ ଉର୍ଦ୍ଧ୍ବ କର୍ମୀ ବୈଠକରେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ବାଉରିବନ୍ଧୁ ବେହେରା,ଭାଗବତ ବେହେରା ରବୀନ୍ଦ୍ର ସେଠୀ, ନିତ୍ୟାନନ୍ଦ ସାହୁ ବଳରାମ ସାହୁ ବିଭୁତି ଭୁଷଣ ସାହୁ ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026