ତାର୍ଲିଙ୍ଗରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଉପ ଯୋଜନା କେନ୍ଦ୍ର ଉଦ୍ଘାଟିତ

ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :-  ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ତାର୍ଲିଙ୍ଗ ରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଉପଯୋଜନା କେନ୍ଦ୍ର ଓ ସତସଙ୍ଗ କାର୍ଯ୍ୟକ୍ରମ ପରମ ପ୍ରେମମୟ ଯୁଗ ପୁରୁଷତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ସତସଙ୍ଗ ଉପଯୋଜନା କେନ୍ଦ୍ର ସ୍ଥାନୀୟ ସ୍ୱସ୍ତୟିନୀ ଗୁରୁ ଭାଇ ଚନ୍ଦ୍ର ଭୂଷଣ ପାତ୍ର ଭାଇ ଙ୍କ ଗୃହ ରେ ଉଦ୍ଘାଟନ କରାଯାଇଛି। ରାୟଗଡା ସତସଙ୍ଗ ବିହାର ର ସମ୍ପାଦକ ଦେବରାଜ ମଲ୍ଲିକ ଙ୍କ କର କମଳ ରେ ଏହା ଉଦ୍ଘାଟନ କରାଯାଇଥିଲା ।

ଅଂଚଳରେ ରେ ଗୁରୁଭାଇ ମାନେ କିପରି ଏକତ୍ରିତ ହୋଇ ଶ୍ରୀ ଶ୍ରୀ ଠାକୁର ଙ୍କ ସତ ଦୀକ୍ଷା କାର୍ଯ୍ୟ କ୍ରମ କିପରି ତ୍ୱରାନ୍ୱିତ କରିବା ସହିତ ଗୁରୁ ଭାଇ ଙ୍କ ମଧ୍ୟ୍ୟରେ କିପରି ପ୍ରେମ ଭାତୃତ୍ୟ ବଜାୟ ରହିବ ଏହି ଲକ୍ଷ୍ୟ ନେଇ ଏହି ଉପଯୋଜନା କେନ୍ଦ୍ର ଖୋଲିବାର ମୁଖ୍ୟ ଉଦେଶ୍ୟ ରହିଛି. ଏହି ଉପଯୋଜନା କେନ୍ଦ୍ର ଖୋଲିବା ସମୟ ରେ ରାୟଗଡା ରୁ ଆଗତ ଶ୍ରୀ ଶ୍ରୀ ଠାକୁର ଙ୍କ ଯାଜକ କର୍ମୀ ବିକ୍ରମ ନାୟକ ଭାଇ ରାମନାଗୁଡ଼ା ରୁ ଆଗତ ଜେମ୍ସ ଭାଇ. ଶ୍ରୀଧର ଭାଇ. କୃଷ୍ଣ ଭାଇ. ବିପ୍ର ଭାଇ. ଉପସ୍ଥିତ ଥିବା ବେଳେ ତାର୍ଲିଙ୍ଗ ଗ୍ରାମ ର ପବିତ୍ର ଭାଇ. ଦାମଭାଇ. ମାଧବ ଭାଇ. ସୋନୁ ଭାଇ. ସୁଲଚନ ମା. ସାରଦା ମା. ଗୌରୀ ମା. ଭାରତୀ ମା. ରାନୀ ମା ପୂର୍ଣ୍ଣ ସହଯୋଗ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ କୁ ରାମନାଗୁଡ଼ା ରଘୁନାଥ ସାମଲ ଭାଇ ଙ୍କ ତତ୍ତ୍ୱବଧାନ ରେ ହୋଇଥିଲା।

Exit mobile version