ବିଛୁବାହାଲି,ସୁରଭି ଗୋଶାଳା ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) :- ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ସୁରଭି ଗୋଶାଳା କମିଟି ପକ୍ଷରୁ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ ହୋଇ ଯାଇଛି I ପିପଲଡାବର ପଡ଼ା ଛକ ରାସ୍ତା ପାର୍ଶ୍ଵରେ ସୁରଭିଗୋଶାଳା କମିଟିର ସଭାପତି ଅଜିତ ଜୈନ (ତୁଳସୀ ଏନ୍‌ଏକ୍ସଟି) ଙ୍କ ସହଯୋଗ ରେ ଏହି ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଥିଲା I

ଏହି ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଶୋକ ଛାପଡ଼ିଆ ଯୋଗ ଦେଇଥିଲେ Iଅନ୍ୟ ମାନଙ୍କ ମଧ୍ୟରେ ସୁରଭି ଗୋଶାଳା କମିଟିର ସଦସ୍ୟ ରାମୋତାର ଅଗ୍ରୱାଲ, ଅର୍ଜୁନ ଜୈସ ୱାଲ, ବନମାଳୀ ସାହୁ, ପ୍ରବୀଣ ଆରିଆ, ଲଳିତ ଅଗ୍ରୱାଲ, କୈଲାସ ଭାଇ ଓ ସୁରଭି ଗୋଶାଳା ଶ୍ରୀଗୋପାଳ ଜୀ ମନ୍ଦିର ପୂଜକ ବିକ୍ରମ ହୋତା ପ୍ରମୁଖ ଉପସ୍ଥିତ ଥିଲେ I

Exit mobile version