ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବିଜୁଳି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ପଞ୍ଚାୟତ ବାସୀ ସରକାରଙ୍କ ସୁବିଧା ସୁଯୋଗ ସିଧା ସଳଖ ଉପଲବ୍ଧି କରିବା ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଥିବା ସୂଚନା ମିଳିଛି Iଛ ଖଣ୍ଡ ଗାଁର ଭଦ୍ରବ୍ୟକ୍ତି ତଥା ଅନୁପ ବନଛୋର, ରୁକବଲ ପୁଟେଲ, ଭୋଦେବ ମହାନନ୍ଦ, ପରମାନନ୍ଦ ଠାକୁର, ଲଳିତ ବେହେରା, ସାମ୍ବାଦିକ ତ୍ରିନାଥ ବାଗ ସମେତ ପଞ୍ଚାୟତର ପିଅନ ଭରତ ଖରସେଲ ପ୍ରମୁଖ ଉପସ୍ଥିତ ଥିଲେ I
Related Content
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
September 20, 2026
ନକଲି ଏମ୍ଭିଆଇ ଅଧିକାରୀ ଗିରଫ
by
Proprietor Abhimanyu Maharana
September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା
by
Proprietor Abhimanyu Maharana
September 20, 2026
ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 20, 2026
ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
September 20, 2026
କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି
by
Proprietor Abhimanyu Maharana
September 20, 2026