ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସେବା ଓ ସଂସ୍କାର ପକ୍ଷରୁ ପିକେଡିଏ କଲେଜ ରୋଡରେ ଥିବା ରାମେଶ୍ଵର ମହାଦେବ ମନ୍ଦିର ନିକଟରେ ଆଜି ଜଳସେବା ଉଦଘାଟନ ହୋଇଯାଇଛି । ଏହାକୁ ସାମାଜିକ ସଂଗଠନ ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଉଦଘାଟନ କରି କହିଲେ ପ୍ରବଳ ଗ୍ରୀଷ୍ମ ଦାଉରୁ ତୃଷାର୍ତ୍ତ ପଥିକକୁ ଏହି ଜଳ ସେବା କିଞ୍ଚିତ ସାହାଯ୍ଯ କରିବ ।
