୩ୟ ବର୍ଷ ରାତ୍ରି କାଳୀନ ମେମୋରିଆଲ୍ ଟୁର୍ନାମେଣ୍ଟ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ୍ୟ ପଞ୍ଚାୟତ ଅଧୀନ ପୋଖରୀଗାଁ ରେ ଏକ ୩ୟ ବର୍ଷ ରାତ୍ରି କାଳୀନ ମେମୋରିଆଲ୍ ଟୁର୍ନାମେଣ୍ଟ ର ଆୟୋଜିତ କରାଯାଇଥିଲା ଯାହାକୁ ଆୟୋଜିତ କରିଥିଲେ l ମା କୁତାମ୍ଚଣ୍ଡୀ କ୍ରିକେଟ୍ କ୍ଲବ୍ ପୋଖରୀଗାଁ ର ସମସ୍ତ ଯୁବ ସଦସ୍ୟ ଏହା ପୋଖରୀଗାଁର ତିନି ଜଣ ମହାନ୍ଆତ୍ମା ବା ପ୍ରିୟ ସଦସ୍ୟ ସୋର୍ଗତ୍ ସଞ୍ଜୟ ବସ୍ତିଆ, ସ୍ମୃତି ରଞ୍ଜନ ସ୍ୱାଇଁ ଏବଂ ମହାରଥୀ ସ୍ବାଇଁ ଙ୍କ ସ୍ମୁତି ପୀଠ ଉଦ୍ଘାଟନ ଦିନ ରେ କରଯାଇଥିଲା l

ଯାହାକି ପୋଖରୀଗାଁ ରେ ଅବସ୍ଥିତ ଖେଳ ରେ ଉଦ୍ଘାଟନ ବା ଫୀତା କାଟି କଟକ ଜିଲ୍ଲା ନିଆଳି ଥାନା ଭାରାପ୍ରାପ୍ତ ଅଧିକାରୀ ବିଜୟ କୁମାର ମଲ୍ଲିକ ତଥା ବିଜେପି ଯୁବମୋର୍ଚ୍ଚା ଭକ୍ତ ବସ୍ତଳ ବସ୍ତିଆ ଗ୍ରାମ ର ପୂର୍ବ ତନ୍ ସରପଞ୍ଚ ବାନାମ୍ବର୍ ଜେନା, ପୋଖରୀଗାଁ ହାଇସ୍କୁଲ୍ ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ସଚିତାନନ୍ଦ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ l ଏହି କ୍ରିକେଟ ମ୍ୟାଚ୍ ରେ କଟକ ରୁ ଜଗତସିଂହପୂର୍ ଖୋର୍ଦ୍ଧା ଜିଲ୍ଲା ପରି ୧୭ ଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ l

କଳିଆଗଡ ଟିମ୍ ବିଜୟ ଲାଭ କରିଥିବା ବେଳେ ତାଙ୍କୁ ମା କୁତାମଚଣ୍ଡୀ କ୍ରିକେଟ୍ କ୍ଲବ୍ ପକ୍ଷରୁ ୧୦ ପୁଟ ର ଟ୍ରଫି ସାଂଗକୁ ୧୩ ହଜାର ନଗଦ ପ୍ରାଇସ ମନି ଦିଆ ଯାଉଥିବା ବେଳେ ବନମାଳୀପୁର ୨ ସ୍ଥାନ ବା ରନରଶ ଅପ୍ ପାଇଛି ଓ ତାଂକୁ ୦୯ ପୁଟ ର ଟ୍ରଫି ପ୍ରଦାନ ହୋଇଥିବା ଶହ ନଗଦ ୦୯ ହଜାର ଟଙ୍କା ପ୍ରଦାନ କରାଯାଇଛି ଟ୍ରଫି ଓ ପ୍ରାଇସ୍ ମନି ପ୍ରଦାନ ସମୟ ରେ ଉପଷ୍ଟିତ ଥିଲେ ପୁର୍ବତନ ସରପଞ୍ଚ ବାନାମ୍ବର୍ ଜେନା ଓ ଅବସରପ୍ରାପ୍ତ ହାଇସ୍କୁଲ୍ ଶିକ୍ଷକ ସଚିତାନନ୍ଦ ବସ୍ତିଆ ଓ ସମସ୍ତ ଟିମ୍ ସଦସ୍ୟ ପ୍ରମୁଖ ଏହା ଆଗାମୀ ଦିନରେ ଜାରି ରହିବା ସହ ଆଗକୁ ଆଗକୁ ଯିବା ନିମନ୍ତେ ମା କୁତାମ ଚଣ୍ଡୀ କ୍ରିକେଟ କ୍ଲବ୍ ବାର୍ତ୍ତା ଦେଇଛନ୍ତି

ଓ ନିଆଳି ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ମହଦେୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି ଯୁବ ସମାଜସେବୀ ଅଦେଶ ବସ୍ତିଆ ଓ ମା କୁତାମ୍ ଚଣ୍ଡୀ କ୍ରିକେଟ କ୍ଲବ୍ ଓ ପୋଖରୀଗାଁ ର ସମସ୍ତ ଯୁବ ସଦସ୍ୟ ମାନେ ତାଙ୍କର ସହଜୋଗ ତଥା ଆଇନ୍ ଅନୁଯାୟୀ ପେଟ୍ରୋଲିଙ୍ଗ କରି ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ରହିବା ଶହ ଖେଳ ଆରମ୍ଭ ରୁ ଶେଷ ଯାଏଁ ସମ୍ପୂର୍ଣ୍ଣ ହୋଇଥିଲା

Exit mobile version