Home ଓଡ଼ିଶା ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡ଼ିଭିଜନ (St .John ambulance) ତରଫରୁ ବନ୍ଧୁ ମିଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜଗନ୍ନାଥ ଧାମ ଆମ୍ବୁଲାନ୍ସ ଡ଼ିଭିଜନ (St .John ambulance) ତରଫରୁ ବନ୍ଧୁ ମିଳନ, ଭୋଜି, ପ୍ରାଥମିକ ଚିକିତ୍ସା ବିଶ୍ଵନାଥ ପାହାଡ ବା ବିଶ୍ଵନାଥ ମନ୍ଦିର ଡେ଼ଲାଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି l ଭୋଜି ଓ ନାମ ସଙ୍କୀର୍ତ୍ତନ ଦାଇତ୍ୱ ଥିଲେ ସିତା ରାଣୀ ପାଲଟାସିଂହ l ନାମ ସଙ୍କୀର୍ତ୍ତନ ସକାକୁ ସନ୍ଧ୍ୟା 5ଟା ପଯ୍ୟନ୍ତ ହୋଇଥଲା l ଭୋଜି 42(ଜଣ ସଦସ୍ୟ ଯୋଗ ଦେଇଥିଲେ l ରତନ ପୁର ପିଲା ଚୋରୀ ଘଟଣା ରେ ରାସ୍ତାରେ ନିଆଁ ଜାଳି ରାସ୍ତା ଅବରୋଧ ହୋଇଥିଲା l ଅନେକ ବ୍ରିଗେଡ ସଦସ୍ୟ ବୁଲି କରି ଆସିଥିଲେ l ଅତି ସୁନ୍ଦର ପ୍ରାସାଦ ହୋଇଥିଲା l ତ୍ରିପାଠୀ ବାବୁ ବୁଲିକରି ଆସିଥିଲେ l ଭୋଜି ଖାଇ ବସିଲେ l ସେହି ସମୟରେ ଭୋଜି ଖାଇ ସାରିଲା ପରେ ଗ୍ୟାସ ରହି ଯାଇଥିଲା ତ୍ରିପାଠୀ ବାବୁଙ୍କର ଗୋଟେ ପଟ ଅଚଳ ପରି ରହି ଗଲା l ସାଙ୍ଗେ ସାଙ୍ଗେ ପ୍ରାଥମିକ ଚିକିତ୍ସା ଅଜୟ କୃଷ୍ଣ ଦାସ କରିଥିଲେ l ତାପରେ ତ୍ରିପାଠି ବାବୁ ଠିକ୍ ହୋଇଥିଲେ ଓ ଚଲା ଚୋଲି କରିଥଲେ l ବନ୍ଧୁ ମିଳନ ରେ ଯୋଗଦାନ କରିଥିଲେ l ବିଜୟ ଲକ୍ଷ୍ମୀ ଦାସ, ଅଜୟ କୃଷ୍ଣ ଦାସ, ଜୟ ଲକ୍ଷ୍ମୀ ଦେଇ, ନିରଂଜନ ମହାପାତ୍ର, ପ୍ରଶାନ୍ତ ଭୋଇ,ବିଛନ୍ଦା ବିହାରୀ ତ୍ରିପାଠୀ, ଯଯାତୀ କେଶରୀ ନାୟକ, ଋତୁପର୍ଣ୍ଣା ଜେନା, ପଦ୍ମ ଚରଣ ମହାପାତ୍ର, ସ୍ୱର୍ଣ୍ଣ ଲତା ପରମ ଗୁରୁ , ପ୍ରାଣ କୃଷ୍ଣ ବନ୍ଦ, ଚଦ୍ରମା ମହାପାତ୍ର, ପୁଣ୍ଣ କାମନା ଓଟା , ପ୍ରଭାତିରାଣୀ ଜେନା, ଆଲୋକ ପାଢ଼ୀ, ରଂଜନ ଅଗ୍ରୱାଲ, ଅନିତା ବାହର, ଜୟ ସାର୍ ପାହନ୍ତାସିଂହ, ଟିକିଲି ବେହେରା, କବିତା ବରାଳ, ସୁକନ୍ତଳ ବରାଳ , ସିତାରାଣି ପାଲଟାସିଂହ, ପ୍ରୀୟଙ୍କା ମହାପାତ୍ର, ପ୍ରଭାତିରାଣୀ ଜେନା, କାମିନୀ ମହାପାତ୍ର, ସୁରେନ୍ଦ୍ର ମହାପାତ୍ର, ସ୍ମିତା ସଂଗୀତା ମହାପାତ୍ର ସ୍ଵୀତିପୂର୍ଣ୍ଣ ପରମଗୁରୁ, ଜୋଗ ଦେଇଥିଲେ l ଏହାକୁ ପରିଚାଳନା କରିଥିଲେ ଡ଼ିଭିଜନାଲ କମାଣ୍ଡର ଶ୍ରୀ ଲାଲା ଅନନ୍ତ କୁମାର ସିଂହ l Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026