Home ଓଡ଼ିଶା ପ୍ରଚଣ୍ଡ ଖରାର ତାତି ନିଆଁରେ ସ୍କୁଟି ଜଳିଗଲ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ୧୬ ନମ୍ବର ଜାତୀୟ ରାଜପଥ ଚମ୍ପାଗଡ଼ ନିକଟରେ ଚଳନ୍ତା ସ୍କୁଟି ରେ ଲାଗିଲା ନିଆଁ। ନିଆଁ ଲାଗି ସ୍କୁଟି ଜଳି ପୋଡି ପାଉଁଶ। ସ୍କୁଟିରୁ ନିଆଁ ଲିଭାଇବାକୁ ଚେଷ୍ଟା କରି ଲୋକେ ବିଫଳ । ତେଣୁ ସ୍କୁଟି କୁ ଚାଳକ ଛାଡି ଘଟଣା ସ୍ଥଳରୁ ଫେରାର। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ଼ ନିକଟରେ। ବାଲୁଗାଁ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ସ୍କୁଟି । (OD-O5-D – 8516) ସ୍କୁଟି ରେ ଧୂଆଁ ହେବାରୁ ସ୍କୁଟି ଚାଳକ ସ୍କୁଟି ଅଟକାଇ ଷ୍ଟାଣ୍ଡ ମାରିଥିଲେ। ସ୍କୁଟି ଧୂଆଁ ରୁ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା. ଲୋକେ ନିଆଁ ଲିଭାଇ ବାକୁ ଚେଷ୍ଟା କଲା ପରେ ବି ଫଳ ଶୂନ ହେଲା। ସ୍କୁଟି ଚାଳକ ସ୍କୁଟି ଛାଡି ପଳାଇଗଲେ । ପ୍ରବଳ ଗରମ ଯୋଗୁଁ ଅଗ୍ନିକାଣ୍ଡ ର କାରଣ ହୋଇ ପାରେ ବୋଲି ସାଧାରଣରେ। ଅନୁ଼ମାନ କରାଯାଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ by Proprietor Abhimanyu Maharana October 10, 2026 କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026