ବଡ଼ବଡ଼ ଶାଳ ଗଛ କଟା ଘଟଣା : ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ: ତଦନ୍ତ ଅବ୍ୟାହତ

କେବଳ ବେଆଇନ ଜଙ୍ଗଲରୁ କାଠ ଟ୍ରାକ୍ଟର ଯୋଗେ ଅଣାଯାଉଥିବାବେଳେ ବୁଡ଼ାଗୁଡା ବନପାଳ ଟ୍ରାକ୍ଟର ଠାରୁ ରୟାଲଟି କଟା ଯାଇଥିଲା। ଏଥିସହ ସିମନବାଡି ସେକ୍ସନରେ କାମ କରାଯାଉଥିବା ଉକ୍ତ ପୋଲ ସେଣ୍ଟ୍ରିଙ୍ଗ ପାଇଁ କାଠ ବ୍ୟବହାର କରାଯାଉଥିଲେ ମଧ୍ୟ କୌଣସି ଅନୁମତି ନିଆଯାଇ ନ ଥିନା ବିଭାଗ କହିଛି। ସେହିପରି ବାଲିଗୁଡା ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କାଠ ଜବତ କରାଯାଉଥିବା ବନପାଳ କହିଛନ୍ତି।
Related Content
ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ନୟାଗଡ ପରମ୍ପରା ପରିଷଦର "ଶ୍ରୀ ନୀଳମାଧବ" ନାଟକ ମଞ୍ଚସ୍ଥ
by
Proprietor Abhimanyu Maharana
August 4, 2026
ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ
by
Proprietor Abhimanyu Maharana
August 3, 2026
ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ
by
Proprietor Abhimanyu Maharana
August 3, 2026
ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ
by
Proprietor Abhimanyu Maharana
August 3, 2026
ଜ୍ଞାନ ବିଜ୍ଞାନ ମେଳା
by
Proprietor Abhimanyu Maharana
August 3, 2026
ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ
by
Proprietor Abhimanyu Maharana
August 3, 2026