ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀରାମଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଜିୟର ସ୍ୱାମୀ ମଠ ମହନ୍ତ ଇନ୍ଦିରା ରମଣ ରାମାନୁଜ ଦାସ ଙ୍କ ମାର୍ଗ ଦର୍ଶନରେ ପୁରୀ ବାଲିସାହି ସ୍ଥିତ ଜିୟର ସ୍ୱାମୀ ମଠ ପରିସରରେ ମେ ୨ ରେ ଆୟୋଜିତ ହେବାକୁ ଥିବା ଆଦ୍ୟ ଜଗତଗୁରୁ ରାମାନୁଜଚାର୍ଯ୍ୟ ଙ୍କ ଜୟନ୍ତୀ ପ୍ରଥମ ପ୍ରସ୍ତୁତି ବୈଠକ ଟ୍ରଷ୍ଟର ସଦସ୍ୟ ତଥା କଟକୀ ମଠ ମହନ୍ତ ଡ଼ ବିଜୟ ନାରାୟଣ ରାମାନୁଜ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା |
