ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୂଆଗାଁ ବ୍ଲକ୍ର ସଦରମହକୁମାର ନୂଆଗାଁ ବଡ଼ସାହିଠାରେ ଆଜି ସକାଳ ୧୦ ଘଟିକା ସମୟରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାମ୍ସ ଦ୍ଵାରା ଆୟୋଜିତ ଶ୍ରୀଅନ୍ନ ଅଭିଯାନ, କୃଷି ଓ କୃଷକ ସଶକ୍ରି ସଶକ୍ତିକରଣ ବିଭାଗ ସହଯୋଗରେ ମା’ ସମଲେଶ୍ୱରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିପ୍ପଳିତ ମିଲେଟ୍ ଶକ୍ତି ଟିଫିନ୍ କେନ୍ଦ୍ର ନାମରେ ଗୋଟିଏ ଟିଫିନ୍ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଗୋଷ୍ଠୀ କୃଷି ଅଧୂକାରୀ ନିହାର ରଞ୍ଜନ ପୃଷ୍ଟି ଉଦ୍ଘାଟନ କରିଛନ୍ତି । ଅନ୍ୟତମ ଅତିଥିଭାବେ ସହକାରୀ କୃଷି ଅଧୂକାରୀ ଶ୍ରୀମତୀ କୁମୁଦିନୀ ଦେଇ,
