Home ଓଡ଼ିଶା ୱାକଫ ବିଲ୍ ପ୍ରତ୍ୟାହାର ଦାବିରେ ପଦଯାତ୍ରା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରତ୍ୟୁଷରେ ଜଟଣୀର ଅଗ୍ରଣି ସାମାଜିକ ଅନୁଷ୍ଠାନ ରହେମତ୍ ଟ୍ରଷ୍ଟ ଆନୁକୂଲ୍ୟରେ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଥିବା ୱାକଫ୍ ଆମେଣ୍ଡ ମେଣ୍ଟ ବିଲ୍ ପ୍ରତ୍ୟାହାର ଦାବିରେ ଟ୍ରଷ୍ଟର ଉପଦେଷ୍ଟା ମହମ୍ମଦ ଇଫତେଖାର ଅଲ୍ଲୀ ଓ ସଭାପତି ଶୟଦ୍ ଫୟେଜୁଲାଙ୍କ ନେତୃତ୍ବରେ ଶତାଧିକ ମୁସଲିମ ଲୋକମାନେ ଡକ୍ଟର ବାବା ସାହେବ୍ ଆମ୍ବେଦକରଙ୍କ ଫଟୋ ଚିତ୍ର ସମ୍ବଳିତ ବ୍ୟାନର ଏବଂ ହିନ୍ଦୀ,ଇଂରାଜୀ, ଉର୍ଦ୍ଦୁ ଓ ଓଡ଼ିଆ ଭାଷାରେ ଲେଖା ଫ୍ଲାକ୍ କାର୍ଡ ଧରି ଜଟଣୀର ମୂଖ୍ୟ ରାସ୍ତା,ହରି ଭାଇନା ଛକ ଠାରୁ ସୀତାରାମ ଛକ ପର୍ଯ୍ୟନ୍ତ ଏକ ନୀରବ ପଦଯାତ୍ରା କହିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି ଲାଞ୍ଜିଗଡ଼ରେ କମ୍ପାନୀର ସଖୀ ଏସ୍ଏଚ୍ଜି ଉଦ୍ୟମରେ ଏହି ପଦକ୍ଷେପ ନିଆଯାଇଛି by Proprietor Abhimanyu Maharana October 10, 2026 Vedanta Aluminium Empowers 100+ SHG Women with Ragi-Based Entrepreneurial Avenues in Lanjigada by Proprietor Abhimanyu Maharana October 10, 2026 Dr. Ashok Kumar Mittal Brings Together Leaders, Faith Traditions, Country Ambassadors and Sporting Champions at ‘Seva Sankalp – Rashtranirman Ke 25 Saal’ by Proprietor Abhimanyu Maharana October 10, 2026 ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ by Proprietor Abhimanyu Maharana October 10, 2026 କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026