Home ଓଡ଼ିଶା ଉର୍ଜାବାନ ଓଡ଼ିଶା ପରିବାର ପକ୍ଷରୁ ଦଶାବତାର ମଠ ଠାରେ ଟଙ୍କ ତୋରାଣୀ ବଣ୍ଟନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଗୁଣ୍ଡିଚା ମନ୍ଦିର ନିକଟ ଦଶାବତାର ମଠ ଠାରେ ନିଃଶୁଳ୍କ ଟଙ୍କ ତୋରାଣି ବିତରଣ ଶିବିର ଉଦଘାଟିତ ହୋଇଯାଇଛି | ଏହାକୁ ଉଦଘାଟନ କରି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଲେ ପୁରୀ କୁ ପ୍ରତିଦିନ ହଜାର ହଜାର ପାର୍ଯ୍ୟଟକ, ତୀର୍ଥଯାତ୍ରୀ ପୁରୀ ଆସିବା ସହ ଗୁଣ୍ଡିଚା ମନ୍ଦିର ନିକଟକୁ ଆସୁଛନ୍ତି | ପ୍ରବଳ ଖରା ରେ ଏହି ଟଙ୍କ ତୋରାଣୀ ଆଶ୍ୱସ୍ତ ଆଣିଦେବ | ଏହା ଏକମାସ ଧରି ଚାଲୁ ରହିବ l ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ସହ ଏହି ଟଙ୍କ ତୋରାଣି ବିତରଣ ଶିବିର ରେ ଟଙ୍କ ତୋରାଣୀ ପିଇବା ପାଇଁ ଅନୁଷ୍ଠାନ ଅନୁରୋଧ କରିଛି | ଉଦଘାଟନୀ ଉତ୍ସବ ରେ ଟାଉନ ଥାନା ଆଇ ଆଇ ସି ଗୋକୁଳ ରଞ୍ଜନ ଦାସ, ସଦର ଥାନା ଆଇ ଆଇ ସି ସୁନୀଲ କୁମାର ପ୍ରଧାନ, ଅନୁଷ୍ଠାନ ର ସଭାପତି ସନ୍ତୋଷ ସେନାପତି ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର. ବୀରେନ୍ଦ୍ର ଭୂଷଣ ହୋତା(ବରିଷ୍ଟ ନାଗରିକ ମଞ୍ଚ ସଭାପତି ଶରଧାବାଲି), ପ୍ରଶନ ଶତପଥି (ବରିଷ୍ଟ ନାଗରିକ ମଞ୍ଚ ସମ୍ପାଦକ ଶରଧାବାଲି ) ଉପସ୍ଥିତ ଥିଲେ | ଅନୁଷ୍ଠାନ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା ଓ ବଣ୍ଟନ ରେ ସହଯୋଗ କରିଥିଲେ l ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ | Categories: ଓଡ଼ିଶା, ପୁରୀ, ହୋମ୍ Related Content ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ by Proprietor Abhimanyu Maharana August 5, 2026 ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ by Proprietor Abhimanyu Maharana August 5, 2026 ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026