ନିଶ୍ଚନ୍ତକୋଇଲି (ଓଡ଼ିଶା ତାଜା ନ୍ୟୁଜ୍) :- ମହିଳା ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତ୍ରୁତ୍ଵରେ ସାରା ରାଜ୍ୟର ପ୍ରତ୍ୟେକ ବ୍ଲକ୍ ସ୍ତରରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହେଉଅଛି। ଏହି ପରିପ୍ରେକ୍ଷିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରିଷ୍ଟ କଂଗ୍ରେସ୍ ନେତା ତଥା ପିସିସି ସଭ୍ୟ ପ୍ରଦିପ୍ତ କୁମାର ଦାସଙ୍କ ସଂଯୋଜନାରେ ମଙ୍ଗଳବାର ସଂଧ୍ୟାରେ ନିଶ୍ଚିନ୍ତକୋଇଲି ମୁଖ୍ୟା ବଜାରରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି। ଉକ୍ତ ମଶାଲ ଶୋଭାଯାତ୍ରାରେ ବ୍ଲକ ଯୁବ କଂଗ୍ରେସ ସଭାପତି ସେକ ସଦାମ, କଂଗ୍ରେସ କର୍ମୀ ଧରଣୀଧର ଚାନ୍ଦ, ରମେଶ ସାହୁ,
